ନୂଆଦିଲ୍ଲୀ: ୨୦୩୬ ମସିହାରେ ଭାରତର ଜନସଂଖ୍ୟା ୧୫୨.୨କୋଟିରେ ପହଞ୍ଚିପାରେ। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଦିନ ଏକ ରିପୋର୍ଟ ପ୍ରକାଶ କରିଛି।
ଲିଙ୍ଗ ଅନୁପାତ ଅନୁସାରେ ୨୦୩୬ ସୁଦ୍ଧା ପ୍ରତି ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ଯା ୯୫୨ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ୨୦୧୧ ଜନଗଣନାରେ ଏହି ସଂଖ୍ୟା ୯୪୩ ରହିଥିଲା।