ଧୋତି, କୁର୍ତ୍ତା ପିନ୍ଧି ଷ୍ଟାଡିୟମରେ ଯୋଗୀ; ମାରିଲେ ଚୌକା, ଛକା

ଲକ୍ଷ୍ନୌ: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୩୬ତମ ଅଲ ଇଣ୍ଡିଆ ଆଡଭୋକେଟ୍ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୬ ତମ ଅଲ ଇଣ୍ଡିଆ ଆଡଭୋକେଟ୍ ଟୁର୍ନାମେଣ୍ଟର ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ବ୍ୟାଟିଂରେ ନିଜ ପ୍ରତିଭା ଦେଖାଇଛନ୍ତି। କ୍ରିକେଟ୍ ପିଚ୍ ରେ ମୁଖ୍ୟମନ୍ତ୍ରୀ ନିଜର ଯାଦୁ ଦେଖାଇବା ସହ ଗୋଟିଏ ପରେ ଗୋଟିଏ ଧୁଆଁଧାର ସଟ୍ ମାରିଥିଲେ। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

Comments (0)
Add Comment