ବଦଳିଲା ଧ୍ଵଜା ବନ୍ଧା ନୀତି ସମୟ

ପୁରୀ: ଶ୍ରୀମନ୍ଦିରରେ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ମଧ୍ୟରେ ହୋଇଛି।

କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼ ହେଉଥିବାରୁ ଏହାକୁ ନଜରରେ ରଖି ଧ୍ଵଜା ବନ୍ଧା ନୀତି ସମୟରେ ପରିବର୍ତ୍ତନ କରାଯାଇଥିଲା।

Comments (0)
Add Comment