ବ୍ଯକ୍ତିଗତ ସ୍ବାର୍ଥ ପାଇଁ ମହିଳା ଆଇନର ଦୁରୂପଯୋଗ କରନ୍ତୁ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ତାଙ୍କ ପତ୍ନୀ ଏବଂ ଶାଶୁ ଘର ଲୋକଙ୍କ ଦ୍ୱାରା ନିର୍ଯ୍ୟାତିତ ହେବା ଏବଂ ଆତ୍ମହତ୍ୟା କରିବାକୁ ନେଇ ଦେଶବ୍ୟାପୀ ଉତ୍ତେଜନା ଦେଖାଦେଇଛି।

ଏହାରି ମଧ୍ୟରେ ସୁପ୍ରିମକୋର୍ଟ ଏକ ପୃଥକ ମାମଲାରେ ମହିଳାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ବିବାହ ସମ୍ପର୍କିତ ଆଇନର ଅପବ୍ୟବହାର ନେଇ ବର୍ଷିବା ସହ ଚେତାବନୀ ଦେଇଛନ୍ତି।

“ବ୍ୟକ୍ତିଗତ ସ୍ବାର୍ଥ” ପାଇଁ ଏକ ଆଇନର ଅପବ୍ୟବହାର କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

Comments (0)
Add Comment