ଭୁବନେଶ୍ୱର: ପଶ୍ଚିମବଙ୍ଗର ହିନ୍ଦୀ ବିଶ୍ବବିଦ୍ୟାଳୟର କୁଳପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଶାର ବିଶିଷ୍ଟ ଲେଖିକା ତଥା ଶିକ୍ଷାବିତ୍ ନନ୍ଦିନୀ ସାହୁ।
ସେ ଇଂରାଜୀ ସାହିତ୍ୟରେ ୩ଟି ଗୋଲ୍ଡ ମେଡାଲ ପାଇଥିବା ବେଳେ ୨୧ଟି ବହି ମଧ୍ଯ ଲେଖିଛନ୍ତି।