ଫ୍ୟାନ୍ସଙ୍କୁ କିସ୍ କରିବା ନେଇ ମୁହଁ ଖୋଲିଲେ ଉଦିତ ନାରାୟଣ, ଆମେ ଭଲ ଲୋକ…

ମୁମ୍ବାଇ: ଉଦିତ ନାରାୟଣଙ୍କ ଏକ ଭିଡିଓ ପାଇଁ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ଯେଉଁଥିରେ ସେ ଲାଇଭ୍ ଶୋ’ ରେ ଜଣେ ମହିଳା ପ୍ରଶଂସକଙ୍କୁ କିସ୍ କରୁଛନ୍ତି। ଏବେ ଏହି ଭିଡିଓକୁ ନେଇ ମୁହଁ ଖୋଲିଛନ୍ତି ଉଦିତ।

Comments (0)
Add Comment