ଜଣେ ସ୍ବପ୍ନ ଦେଖାଳିଙ୍କ ହୃଦୟ ବିଦାରକ ଶେଷ! ଟ୍ବିଟର୍‌ରେ ବୁଲୁଛି ସୁଶାନ୍ତଙ୍କ ୫୦ଟି ସ୍ବପ୍ନର ତାଲିକା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ସଂପର୍କିତ ବିଭିନ୍ନ କଥା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ନିକଟରେ ତାଙ୍କର କିଛି ସ୍ବପ୍ନକୁ ନେଇ ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କର କିଛି ସ୍ବପ୍ନ ସୋସିଆଲ୍‌ ମିଡିଆରେ ଘୂରି ବୁଲିବାରେ ଲାଗିଛି। ସୁଶାନ୍ତି ଅତୀତରେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ତାଙ୍କର ୫ଟା ସ୍ବପ୍ନ ବିଷୟରେ ଲେଖିଥିଲେ। ସେ ଟ୍ବିଟ୍‌ କରିଥିବା ତାଙ୍କର ସେହି ସ୍ବପ୍ନଗୁଡ଼ିକ ଏବେ ସୋସିଆଲ୍‌ ମିଡିଆରେ ଛାଇ ରହିଛି।

Comments (0)
Add Comment