ସଚିନଙ୍କ ସହ କାମ୍ବଲୀଙ୍କ କିପରି ସମ୍ପର୍କ ଥିଲା ଖୁଲାସା କଲେ ଭାଇ ବୀରେନ୍ଦ୍ର

ମୁମ୍ବାଇ: ଭାରତର ଦୁଇ କ୍ରିକେଟର ସଚିନ ତେନ୍ଦୁଲକର ଓ ବିନୋଦ କାମ୍ବଲୀଙ୍କ ବନ୍ଧୁତା ନେଇ ଏବେ ମଧ୍ୟ ଚର୍ଚ୍ଚା ହୁଏ । ପିଲାବେଳୁ ଉଭୟ ଭଲ ବନ୍ଧୁଥିଲେ । କ୍ରିକେଟ ପ୍ରତିଭାରେ ଧନୀ ଏହି ଦୁଇ ଖେଳାଳି ଦେଶ ପାଇଁ ନାମ କମାଇଥିଲେ । ତେବେ ମଝିରେ କାମ୍ବଲୀ ପଥଭ୍ରଷ୍ଟ ହୋଇ ପଡି ନିଜ କ୍ୟାରିୟାକୁ ନଷ୍ଟ କରି ଦେଇଥିଲେ । ନିଶା କବଳରେ ପଡିବା ପରେ ଏବେ ସେ ସମ୍ପୂର୍ଣ୍ଣ ଭାବେ ଅସୁସ୍ଥ ହୋଇ ପଡିଛନ୍ତି । କାମ୍ବଲୀଙ୍କୁ ଏବେ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହା ମଧ୍ୟରେ ସଚିନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସକାରାତ୍ମକ ଓ ନକାରାତ୍ମକ ଆଲୋଚନା ହୋଇଛି । ଦୀର୍ଘ ଦିନ ପରେ ପ୍ରକୃତରେ ଉଭୟଙ୍କ ସମ୍ପର୍କ କିପରି ଥିଲା ତାର ଖୁଲାସା ଭାଇ ବୀରେନ୍ଦ୍ର କାମ୍ବଲୀ କରିଛନ୍ତି ।

Comments (0)
Add Comment