ବାୟୁ ସେନାର ନୂଆ ଉପମୁଖ୍ୟ ହେଲେ ଆଶୁତୋଷ ଦୀକ୍ଷିତ

ନୂଆଦିଲ୍ଲୀ: ବାୟୁସେନାର ନୂଆ ଉପମୁଖ୍ୟ ଭାବେ ନିଯୁକ୍ତ ହେଲ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ। ଗୁରୁବାର ତାଙ୍କୁ ଏହି ପଦରେ ନିଯୁକ୍ତି ମିଳିଛି। ବାୟୁସେନାର ଅଧୁନିକୀକରଣ ଦାୟିତ୍ୱ ତାଙ୍କୁ ଦିଆଯାଇଛି। ଏନେଇ ଖବର ସରବରାହ ସଂସ୍ଥଆ ଏଏନ୍‌ଆଇ ଟ୍ୱିଟ୍ କରି ସୂଚନା ଦେଇଛି। ସେ ଟ୍ୱିଟ୍ କରି ଲେଖିଛି “ ଏୟାର ମାର୍ଶଲ ଆଶୁତୋଷ ଦିକ୍ଷିତ ବାୟୁସେନାର ନୂଆ ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ବାୟୁସେନାର ଅଧିନିକୀକରଣ ପାଇଁ ଦାୟିତ୍ୱ ମିଳିଛି।”

ଏହା ପୂର୍ବରୁ ଅକ୍ଟୋବର ୨୦୨୨ରେ ଆଶୁତୋଷଙ୍କୁ ଦକ୍ଷିଣ ପଶ୍ଚିମ ଏୟାର କମାଣ୍ଡ ଭାବେ ଗାନ୍ଧୀଗନରରେ ନିଯୁକ୍ତି କରାଯାଇଥିଲା।

#AshutoshDixit#Deputy Chief of Air Staff
Comments (0)
Add Comment