ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୩ ରନ…

ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟର ୯ମ ମ୍ୟାଚ ଭାରତ ଆଫଗାନିସ୍ତାନ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଇୟମରେ ଖେଳାଯାଉଛି ମ୍ୟାଚରେ ଆଫଗାନିସ୍ତାନ ଟସ ଜିତ ପ୍ରଥମେ ବ୍ୟାଟିଂ କରି ୨୭୨ ରନ କରିଛି ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୭୩ ରନ ରହିଛି।

ଆଫଗାନିସ୍ତାନ ଦଳ ଅଧିନାୟକ ହସମାତୁଲା ଶାହିଦଙ୍କ ନେତୃତ୍ୱରେ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୭୨ ରନ କରିଛି।

#cricket#worldcup
Comments (0)
Add Comment