ଆସନ୍ତା ୨୯ରୁ ଯୁକ୍ତଦୁଇ ଆବେଦନ

ମେ’ ୨୯ରୁ ଯୁକ୍ତଦୁଇ ନାମ ଲେଖା ପାଇଁ ଆବେଦନ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୨୯ରୁ କ୍ଲାସ୍‌ ଆରମ୍ଭ ହେବ। ଏସ୍‌ଏମ୍‌ଏସ୍‌ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ ଛାତ୍ରୀଛାତ୍ର। ଜୁନ୍‌ ୨୦ ଆବେଦନର ଶେଷ ତାରିଖ ରହିଛି। ଜୁନ୍‌ ୨୮ରେ ପ୍ରଥମ ମେରିଟ୍‌ ଲିଷ୍ଟ୍‌ ପ୍ରକାଶ ପାଇବା ନେଇ ସୂଚନାରୁ ଜଣାପଡ଼ିଛି।

Comments (0)
Add Comment