କର୍ପୋରେଟ୍ ଗ୍ରୁମିଂ କ’ଣ? ଏଥିରେ କିପରି କରାଯାଏ ଲୋକଙ୍କର ବ୍ରେନ୍ୱାଶ
ନୂଆଦିଲ୍ଲୀ: ଯେକୌଣସି କର୍ମକ୍ଷେତ୍ରରେ ସିନିୟର ଯଦି ଗାଇଡ କରନ୍ତି ତେବେ କାମ ଟିକେ ସହଜ ଲାଗେ। ସେ ସରକାରୀ ହେଉ କିମ୍ବା କର୍ପୋରେଟ ଅଫିସ୍, କାମରେ ଜଣେ ସହାୟକ ବସ୍ ରହିବା ଏକ ଆଶୀର୍ବାଦ ପରି ମନେହୁଏ। କିନ୍ତୁ ଏହି ଅତିରିକ୍ତ ସହାୟତା ଯଦି ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ପାଲଟିଯାଏ ତେବେ ସେହି କାମ ଅଭିଶାପ ଭଳି…



