ବଦଳିଲା ଧ୍ଵଜା ବନ୍ଧା ନୀତି ସମୟ cultureରାଜ୍ୟ On Nov 11, 2024 Share FacebookTwitterGoogle+ReddItWhatsAppPinterestEmail ପୁରୀ: ଶ୍ରୀମନ୍ଦିରରେ ଧ୍ଵଜା ବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩.୩୦ ରୁ ୪.୦୦ ଘଟିକା ମଧ୍ୟରେ ହୋଇଛି। କାର୍ତ୍ତିକ ମାସରେ ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼ ହେଉଥିବାରୁ ଏହାକୁ ନଜରରେ ରଖି ଧ୍ଵଜା ବନ୍ଧା ନୀତି ସମୟରେ ପରିବର୍ତ୍ତନ କରାଯାଇଥିଲା। Share