କଟକ: ଦୋଳ ପୂର୍ଣ୍ଣିମାକୁ କେନ୍ଦ୍ରକରି ଆଜି ହୋଲିରେ ବି ଗଣ୍ଡଗୋଳ । ବାରଙ୍ଗ ଥାନା ନରାଜରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଗାଁରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ । ଗତକାଲି ଠାରୁ ଦୁଇ ସାହି ମଧ୍ୟରେ ଲାଗି ରହିଛି ବିବାଦ ।

Prev Post