ଦିଲ୍ଲୀରେ ଏହି ୪ ଦିନ ଲାଗି ବିକ୍ରୀ ହେବନି ମଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାରି ଦିନ ପାଇଁ ମଦ ଦୋକାନ ବନ୍ଦ ରହିବ। ଏହି ଚାରି ଦିନକୁ ଡ୍ରାଏ ଡେ’ ଭାବେ ଘୋଷଣା କରାଯାଇଛି।

ଏହି ସମୟ ମଧ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ଲବରେ ମଦ ମିଳିବ ନାହିଁ। ଦିଲ୍ଲୀ ସରକାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ତଦନୁସାରେ ଆପଣଙ୍କ ପାଖରେ ଯେକୌଣସି ଲାଇସେନ୍ସ ଥିଲେ ମଧ୍ଯ ଏହି ୪ ଦିନ ମଦ ବିକ୍ରୟ କରିବାକୁ ଅନୁମତି ନାହିଁ।

 

Leave A Reply

Your email address will not be published.