୩୦ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ସ୍ତରକୁ ପଦୋନ୍ନତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ କେନ୍ଦ୍ର ଦ୍ୱାରା ୨୦୨୩ ଏବଂ ୨୦୨୪ରେ ଖାଲି ପଦବୀ ପୂରଣ ପାଇଁ ୩୦ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍) ଙ୍କୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ସ୍ତରକୁ ପଦୋନ୍ନତି ଦେବାକୁ ଅନୁମୋଦନ କରିଛନ୍ତି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ପଦୋନ୍ନତି ପାଇଥିବା ଅଧିକାରୀମାନେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରୋବେସନରେ ରହିବେ। ସରକାର ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ନିୟମ, ୧୯୫୪ ର ନିୟମ ୫ (୧) ଅନୁଯାୟୀ ଓଡ଼ିଶା କ୍ୟାଡରକୁ ଆବଣ୍ଟନ କରିବେ।

ଜାନୁଆରୀ ୧, ୨୦୨୩ ଏବଂ ଡିସେମ୍ବର ୩୧ ମଧ୍ୟରେ ହୋଇଥିବା ଖାଲି ପଦବୀରେ ପଦୋନ୍ନତି ପାଇଥିବା ଅଧିକାରୀ ମାନେ ହେଲେ…

ସେହିପରି ଜାନୁଆରୀ ୧, ୨୦୨୪ ଏବଂ ଡିସେମ୍ବର ୩୧, ୨୦୨୪ ମଧ୍ୟରେ ଖାଲି ପଦବୀରେ ପଦୋନ୍ନତି ପାଇଥିବା ଅଧିକାରୀ ମାନେ ହେଲେ…

Leave A Reply

Your email address will not be published.