ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା Top Storiesଦେଶ- ବିଦେଶ Last updated Jun 23, 2020 Share FacebookTwitterGoogle+ReddItWhatsAppPinterestEmail ପୁରୀ: ରଥଯାତ୍ରାର ଅନ୍ୟତମ ପ୍ରମୁଖ ନୀତି ଛେରା ପହଁରା ଚାଲିଛି। ଏବେ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ତିନି ରଥରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରୁଛନ୍ତି। Share