ଭାରତ ମହାସାଗରରେ ବୁଡ଼ିଗଲା ଚୀନ୍‌ ବୋଟ୍‌

ପୂର୍ବାଞ୍ଚଳ ଶାନ୍ଦୋଗ୍‌ ପ୍ରଦେଶର ‘ଦି ଲୁପେଙ୍ଗ୍‌ଲାଇୟୁନାୟୁ ନମ୍ବର ୮’ ନାମକ ଉକ୍ତ ବୋଟ୍‌କୁ ‘ପେଙ୍ଗାଇୟିଙ୍ଗୁୟୁ କୋ. ଲିମିଟେଡ୍‌’ ଚଳପ୍ରଚଳ କରାଏ। କିନ୍ତୁ, ‘ବୋଟ୍‌’ ବୁଡ଼ିଯିବା ବିଷୟରେ କ‌ୌଣସି କାରଣ ଦର୍ଶାଯାଇ ନାହିଁ। ସୂଚନାଯୋଗ୍ୟ, ଚୀନ୍‌ ବିଶ୍ବରେ ସବୁଠୁ ଅଧିକ ସଂଖ୍ୟକ ମାଛମରା ବୋଟ୍‌ ଚଳାଏ ବୋଲି କୁହାଯାଏ।

ଚୀନ୍‌ର ରାଷ୍ଟ୍ରାୟତ ‘ସାମୁଦ୍ରିକ ନିରାପତ୍ତା ଏଜେନ୍‌ସି’ର ସହଯୋଗ ଏବଂ ବହୁସଂଖ୍ୟକ ସହାୟକ ପୋତ ନେଟ୍‌ୱାକ୍‌ଠାରୁ ସହାୟତା ପାଇଁ ଉକ୍ତ ମାଛମରା ବୋଟ୍‌ଗୁଡ଼ିକ ମାସ ମାସ କିଂବା ବର୍ଷ ବର୍ଷ ଧରି ସମୁଦ୍ରରେ ମାଛ ମାରୁ ଥାଆନ୍ତି।

Leave A Reply

Your email address will not be published.