‘ବୋଉ ବୁଟୁ ଭୂତ’ପାଇଁ ବାୟା ହେଲେ ଦର୍ଶକ, ୧୦କୋଟିରୁ ଅଧିକ ଆୟ କଲାଣି…

ଭୁବନେଶ୍ବର: ଚଳିତ ବର୍ଷ ରଜ ଉପଲକ୍ଷେ ମୁକ୍ତିଲାଭ କରିଥିବା ବାବୁସାନ ମହାନ୍ତିଙ୍କ ‘ବୋଉ ବୁଟୁ ଭୂତ’ର କ୍ରେଜ କମ୍ ହେବାରେ ନାହିଁ । ରିଲିଜର ୧୧ ଦିନ ମଧ୍ୟରେ ୧୦ କୋଟି ପାର୍ କରିଛି…

ଶେଷ ହେଲା ଇରାନ-ଇସ୍ରାଏଲ ଯୁଦ୍ଧ…ଟ୍ରମ୍ପଙ୍କୁ ଧନ୍ୟବାଦ ଦେଲେ…

ନୂଆଦିଲ୍ଲୀ: ୧୨ ଦିନ ଧରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଶେଷ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧବିରତି ଆରମ୍ଭ ହୋଇଥିବା ନେଇ ଘୋଷଣା କରିଦେଇଛନ୍ତି ।…

‘ଯଦି ଭାରତ ପାଣି ନଛାଡେ…’, ସିନ୍ଧୁ ଜଳକୁ ନେଇ ପୁଣି ଭାରତକୁ…

ନୂଆଦିଲ୍ଲୀ: ପୁଣି ସିନ୍ଧୁ ଜଳ ନେଇ ଭାରତକୁ ଧମକାଇଲା ପାକିସ୍ତାନ । ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜରଦାରୀ ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି ।…

ସୌରମଣ୍ଡଳରୁ ବାଦ୍ ପଡିବ ପୃଥିବୀ !, ଡରାଇଲାଣି ଅଧ୍ୟୟନ…..

ନୂଆଦିଲ୍ଲୀ: ସୌରମଣ୍ଡଳରୁ ବାହାରିଯିବ ପୃଥିବୀ ! ସୂର୍ଯ୍ୟଙ୍କ ଚାରିପଟେ ଆଉ ଘୁରିବନି ! ପୃଥିବୀକୁ ଏକ ସ୍ୱର୍ଗୀୟ ତୁଷାରଗୋଲା ଭାବରେ କଳ୍ପନା କରନ୍ତୁ, ଯାହାକୁ ଅନ୍ତଃନକ୍ଷତ୍ରୀୟ…

ଇରାନ-ଇସ୍ରାଏଲ୍ ଯୁଦ୍ଧରେ କାହାର ବାଜିମାତ୍?

ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଯୁଦ୍ଧବିରତି ସାରା ବିଶ୍ବ ପାଇଁ ଆଶ୍ବସ୍ତି ଆଣିଛି । ଯୁଦ୍ଧବିରତି ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଫଳରେ…

ଜୁଲାଇ ୧ରୁ ବଢିବ ଟ୍ରେନ ଟିକେଟ ଭଡ଼ା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୧ ଜୁଲାଇ, ୨୦୨୫ ରୁ ଏକ ନୂଆ ଭଡ଼ା ଶୁଳ୍କ ଲାଗୁ କରିବାକୁ ଯାଉଛି। ଏହି ପରିବର୍ତ୍ତନ ସାଧାରଣ ଯାତ୍ରୀଙ୍କ ସହିତ ଦୀର୍ଘ ଦୂରତା ଯାତ୍ରା କରୁଥିବା…

ରାଜ୍ୟରେ ଖୋଲିବ ଆଉ ୯ଟି ନୂଆ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ନୂଆ ମେଡିକାଲ କଲେଜ । ୨୦୨୫-୨୬ ବର୍ଷରେ ହିଁ ଆଉ ୯ଟି ମେଡିକାଲ କଲେଜ ଖୋଲିବ । ଏନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ…

ଦଶ ମୂଳ ମୋଦକ ଚୋରୀ ଘଟଣା; ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲେ ଜଗନ୍ନାଥ…

ପୁରୀ: ଦଶ ମୂଳ ମୋଦକ ଚୋରୀ ଅଭିଯୋଗରେ ନୂଆ ମୋଡ । ଅନବସରରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ୭୦ ମୋଦକ କମ୍ ପଡ଼ିବା ନେଇ ବାଡଗ୍ରାହୀଙ୍କ ଅଭିଯୋଗ ପରେ ଜୋର୍ ଧରିଛି ଚୋରି…

ରାଜ୍ୟରେ ଆଉ ୫ଶହ ରାଇସ୍ ମିଲ୍‌ର ଆବଶ୍ୟକତା ରହିଛି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବୟାନ । ମିଲ୍‌ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି ବୋଲି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ…

‘ମୁଖ୍ୟମନ୍ତ୍ରୀ ସମୟ ଦେଉନାହାନ୍ତି, ରାଷ୍ଟ୍ରପତିଙ୍କୁ ଭେଟିବ ଏଆଇସିସି…

ଭୁବନେଶ୍ୱର: ଆମେ ଗୋପାଳପୁରରୁ ଫେରିବାପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲୁ, ହେଲେ ସେ ସମୟ ଦେଉ ନାହାନ୍ତି । ରାଜ୍ୟରେ ବିଜେପି ସରକାରର ବର୍ଷେ ବିତିଗଲା, ହେଲେ ମହିଳା…