ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ; ସଜାଗ ରହିବାକୁ ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମେ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନୀ’ର…

ଚନ୍ଦନ ଯାତ୍ରାରେ ବାଣ ଫୁଟା ମନା; ଜାରି ହେଲା କଟକଣା

ପୁରୀ: ଆସନ୍ତା ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ମହାପ୍ରଭୁଙ୍କର ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ହେବ ଶୁଭାରମ୍ଭ । ନରେନ୍ଦ୍ର ପୁଷ୍କରିଣୀକୁ ମହାପ୍ରଭୁଙ୍କ…

ଅପଗ୍ରେଡ ହେଲା ବାରିପଦା ସୁପରଫାଷ୍ଟ ଟ୍ରେନର ବଗି

ଭୁବନେଶ୍ୱର: ପୂର୍ବତଟ ରେଳବାଇ (ଇଷ୍ଟକୋଷ୍ଟ ରେଲବାଇ)ର ସୂଚନା ଅନୁଯାୟୀ, ପୁରୀ-ବାଙ୍ଗିରିପୋଷି- ସୁପରଫାଷ୍ଟ ଏକ୍ସପ୍ରେସକୁ ଆଧୁନିକ ଲିଙ୍କେ ହଫମାନ ବୁଷ (ଏଲଏଚବି) କୋଚ୍…

ଆହୁରି ବୃଦ୍ଧି ପାଇବ ଆଇପିଏଲ ମ୍ୟାଚ ସଂଖ୍ୟା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର କଳେବର ଆହୁରି ବୃଦ୍ଧି ପାଇବ । କ୍ରିକଇନଫୋରେ ପ୍ରକାଶିତ ଖବର ଅନୁସାରେ ୨୦୨୮ରୁ ଆଇପିଏଲରେ ଓଭରାଲ ୯୪ ମ୍ୟାଚ ଖେଳାଯିବ । ଆଇପିଏଲ…

ଆଫ୍ରିଦୀଙ୍କୁ ଧାୱନ କହିଲେ ଆଉ କେତେ ତଳକୁ ଖସିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଶେଷ ସୀମାରେ ପଂହଚି ଯାଇଛି । ପାକିସ୍ତାନୀ କ୍ରିକେଟର ଶାହୀଦ ଆଫ୍ରିଦୀ ଏ ନେଇ ଅଯଥା…

ପାରାଦୀପ ଆଇଓସିଏଲର ଷ୍ଟକୟାର୍ଡରେ ଭୟାବହ ଅଗ୍ନିକାଣ୍ଡ

ପାରାଦୀପ: ପାରାଦୀପରେ ସୋମବାର ଦିନ ଆଇଓସିଏଲର ପାଇପ୍ ଷ୍ଟକୟାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଯାହାଫଳରେ ପାରାଦୀପ-ହଲଦିଆ ଅଶୋଧିତ ତୈଳ ପାଇପଲାଇନ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଶହ ଶହ…

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା; ଖୁବଶୀଘ୍ର ଆସିବ ଫାଇନାଲ ରିପୋର୍ଟ

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସୂଚନା ଦେଲେ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ସେ କହିଛନ୍ତି ଯେ, ଅନ୍ତରୀଣ ଚାର୍ଜସିଟ ବଳରେ ମାମଲାର…

ପିପିଲି ବିଧାୟକଙ୍କ ଡ୍ରାଇଭରଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା; ଜଣେ ଅଟକ

ପିପିଲି: ପିପିଲି ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ସୋମବାର ସନ୍ଧ୍ୟାରେ ମଙ୍ଗଳପୁର ପଞ୍ଚାୟତ ଅନ୍ତର୍ଗତ ବରଜୁପାଟଣା ଗ୍ରାମରେ ବିଧାୟକ ଆଶ୍ରିତ…

ବାଲାକୋଟ ଷ୍ଟ୍ରାଇକ ନୁହେଁ; ମୁଁହତୋଡ ଜବାବ ଦରକାର: ଫାରୁକ ଅବଦୁଲ୍ଲା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ ଏବଂ କାଶ୍ମୀର ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା ପାକିସ୍ତାନକୁ କଡ଼ା ନିନ୍ଦା କରିଛନ୍ତି। ସେ ପାକିସ୍ତାନର…

ବାରଣାସୀରେ ହିନ୍ଦୁ ଲେଖା ଟାଟ୍ଟୁର ଟ୍ରେଣ୍ଡ

ବାରଣାସୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଧର୍ମ ପଚାରି ହତ୍ୟା କରିବାକୁ କୌଣସି ଧର୍ମର ଲୋକ ପସନ୍ଦ କରି ନାହାନ୍ତି ।…