ବିଶ୍ବକପ୍ : ନ୍ୟୁଜିଲାଣ୍ଡ ଆଗରେ ୨୪୬ ରନର ଲକ୍ଷ୍ୟ ରଖିଲା ବାଂଲାଦେଶ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ବକପର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ଆଗରେ ୨୪୬ ରନର ଲକ୍ଷ୍ୟ ରଖିଛି ବାଂଲାଦେଶ । ଏହି ମ୍ୟାଚରେ

ଇସ୍ରାଏଲକୁ ସ୍ପାଏ ପ୍ଲେନ, ଜାହାଜ ଯୋଗାଇଲା ବ୍ରିଟେନ

ଇଂଲଣ୍ଡ : ଗାଜାରେ ସପ୍ତମ ଦିନ ପାଇଁ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ଇସ୍ରାଏଲକୁ ସମର୍ଥନ କରି ଭୂମଧ୍ୟସାଗରରେ ଅସ୍ତ୍ରଶସ୍ତ୍ର ଏବଂ ଫାଇଟର ଜେଟ ସମେତ ଯୁଦ୍ଧ

ବିଶ୍ୱ ଅଣ୍ଡା ଦିବସ କାହିଁକି ପାଳନ କରାଯାଏ ?

ଭୁବନେଶ୍ଵର: ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬

ନାଗରିକଙ୍କ ସୁରକ୍ଷା ପାଇଁ ସତର୍କ ସୂଚନା ଜାରି କଲା ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ନାଗରିକଙ୍କ ସୁରକ୍ଷା ପାଇଁ ଭାରତ ଦେଶବ୍ୟାପୀ ସତର୍କ ସୂଚନା ଜାରି କରିଛି। ଇସ୍ରାଏଲ୍‌ ଏବଂ ପାଲେଷ୍ଟାଇନ୍‌ର ଉଗ୍ରବାଦୀ ସଙ୍ଗଠନ ହମାସ୍‌ ମଧ୍ୟରେ

ପ୍ରଥମେ ବାହା ହେବେ, ପରେ ଭୋଟ ଦେବେ

ଆଉ ମାତ୍ର କିଛି ଦିନ ପରେ ହେବ ୫ ରାଜ୍ୟର ନିର୍ବାଚନ । ନିର୍ବାଚନ ତାରିଖ ସହ ନିର୍ବାଚନ ଫଳ ଘୋଷଣା ତାରିଖ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ ହଠାତ୍ ବଦଳିଲା ରାଜସ୍ଥାନ ନିର୍ବାଚନ

କ୍ୟାମେରା ଦେଖି ମୁଁହ ଲୁଚାଇଲେ ହିରୋଇନ

ନୂଆଦିଲ୍ଲୀ: ଅଭିନେତ୍ରୀ ଜାହ୍ନବୀ କପୁର ଓ ତାଙ୍କ ପ୍ରେମିକ ଶିଖର ପହରିୟାଙ୍କ ସଂପର୍କର ଚର୍ଚ୍ଚା ଏବେ ଚାରିଆଡ଼େ। ଅନେକ ବର୍ଷ ହେବ ଏହି ଦୁଇ ଜଣଙ୍କ ନାମ ଯୋଡ଼ି ହୋଇ ରହିଥିବା ବେଳେ

ଦୁର୍ଗାପୂଜା ପୂର୍ବରୁ କାହିଁକି ପାଳନ କରାଯାଏ ମହାଳୟା?

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ମହାଳୟାଙ୍କର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଏହି ପର୍ବରୁ ଦୁର୍ଗା ପୂଜା ଆରମ୍ଭ ହୁଏ। ଏହି ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷ ଭାବେ ମଧ୍ୟ ପାଳନ

ଆପ କରୁଛି କଂଗ୍ରେସ ପାଇଁ ପ୍ରଚାର !

ଭୁବନେଶ୍ୱର: ଇଣ୍ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ ହେଲେ ମଧ୍ୟ ଆମ ଆଦମୀ ପାର୍ଟି ଆଗାମୀ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ଛତିଶଗଡ଼ରେ ସବୁ ଶକ୍ତି ଖଟାଇ ଲଢୁଛି। ଉଭୟ ରାଜ୍ୟରେ