ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । ସ୍ୱାଧୀନତା ଦିବସ ଅବସରରେ ମିଡ଼ିଆ ଓଡିଶା ପରିବାର ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ : ନିର୍ମଳା…

ଭୁବନେଶ୍ୱର: ଆସନ୍ତା ୧୬ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି | କେନ୍ଦ୍ର ଅର୍ଥ ମନ୍ତ୍ରୀ ୧୬ ତାରିଖରେ ବିଜେପିର ଦଳୀୟ

ପୁରୁଷ ହକି ମାନ୍ୟତା : ୩ୟ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ପୁରୁଷ ହକି ଦଳ ଚେନ୍ନଇରେ ଆୟୋଜିତ ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ଚମ୍ପିଆନ ହୋଇଛି। ଭାରତ ୪ର୍ଥ ଥର ପାଇଁ ଏସିଆନ

ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଏଥର ପୁଣି ଓଡିଶାରୁ ଗଡିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ଯାହା ସମସ୍ତଙ୍କ ପାଇଁ ଏକ ଉତ୍ସାହର ବିଷୟ ପାଲଟିଛି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଉରକେଲାରୁ 

ମେଣ୍ଟର ପ୍ରଶ୍ନ ନାହିଁ : ଅପରାଜିତା ଷଢଙ୍ଗି

ବିଜେପି ଓ ବିଜେଡି ବିରୋଧରେ ମେଣ୍ଟ ହେବ ନାହିଁ। ଉଭୟ ଦଳ ମଧ୍ୟରେ ମେଣ୍ଟ ହେବାର କୌଣସ ପ୍ରଶ୍ନ ଉଠୁ ନାହିଁ। ଆଦରଣୀୟ କେନ୍ଦ୍ର ମନ୍ତ୍ରୀମାନେ ପୂର୍ବରୁ ଏହା କହି ସାରିଛନ୍ତି। ଏଥର

ଗିରଫ ହେଲେ ମନ୍ତ୍ରୀଙ୍କ ଭାଇ

ଚେନ୍ନଇ : ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ଭାଇ ଅଶୋକ ବାଲାଜୀଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଛି। ଅଶୋକଙ୍କୁ ଜେରା ନିମନ୍ତେ ଇଡି ବାରମ୍ବାର

ଓଡିଶାକୁ ଠିକ୍ ନକଲେ, ଦେଶ ଠିକ୍ ହେଇପାରିବନି : ଧର୍ମେନ୍ଦ୍ର ପ୍ରଧାନ

“ମୁଁ ସମ୍ବାଦର ଅନେକ କାର୍ଯ୍ୟକ୍ରମକୁ ଆଗରୁ ଆସିଛି । ହେଲେ ଏଥରର କାର୍ଯ୍ୟକ୍ରମ ଟିକେ ଅଲଗା । ଏଠି ପ୍ରାୟୋଜିତ ଲୋକମାନେ ନାହାଁନ୍ତି । ଖାଣ୍ଟି ଲୋକମାନେ ଅଛନ୍ତି, ଖାଣ୍ଟି

ବଳ ଗୋଟାଉଛି କଂଗ୍ରେସ; ୨୦୨୪ ପୂର୍ବରୁ ଫେରିବେ ବହୁ ପୁରୁଖା ନେତା

ଓଡ଼ିଶା କଂଗ୍ରେସର ନୂଆ ଷ୍ଟ୍ରାଟେଜି। ଘର ଛାଡ଼ି ଚାଲିଯାଇଥିବା ନେତାଙ୍କୁ ଫେରାଇ ଆଣିବା ପାଇଁ ଚାଲିଛି ଉଦ୍ୟମ। ଗମାଙ୍ଗ ପରିବାରଙ୍କ ସମେତ କିଛି ପୂର୍ବତନ ବିଧାୟକ ୨୦୨୪ ସାଧାରଣ

ସୀମା-ସଚିନଙ୍କୁ ନେଇ ଫିଲ୍ମ ‘କରାଚିରୁ ନଏଡା’

ମୁମ୍ବାଇ: ନିକଟରେ ସାମ୍‌ନାକୁ ଆସିଥିବା ସଚିନ- ସୀମାଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚାରେ ରହିଛି। ଦୁହିଁଙ୍କ ପ୍ରେମ କାହାଣୀ ଏବେ ଘରେ ଘରେ ପରିଚିତ। ପ୍ରେମ ପାଇଁ ପାକିସ୍ତାନ

Gadar 2 Vs OMG 2: ଜଣାନ୍ତୁ ବକ୍ସ କଲେକ୍ସନ

ମୁମ୍ବାଇ: ଗତ ଶୁକ୍ରବାରରେ ଦୁଇ ଦୁଇଟି ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ରିଲିଜ୍ ହୋଇଛି । ସନି ଦେଓଲଙ୍କ ‘ଗଦର-୨’ ରିଲିଜ ହୋଇଥିବା ବେଳେ ଖିଲାଡି଼ ବୟେ ଅକ୍ଷୟ କୁମାରଙ୍କ ‘ଓଃ