WEATHER ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି. ପର୍ଯ୍ୟନ୍ତ ପବନ ବହିପାରେ… Oct 26, 2025 ଭୁବନେଶ୍ୱର: ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ ଅନୁଯାୟୀ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଖୁବ୍ ଶୀଘ୍ର ଏକ ବାତ୍ୟାରେ ପରିଣତ…
ରାଜ୍ୟ କୋରାପୁଟ କଫି’ ଉପରେ ପ୍ରଧାନମନ୍ତ୍ରୀଙ୍କ ଚର୍ଚ୍ଚା ଓଡ଼ିଶାକୁ ନୂଆ ପରିଚୟ… Oct 26, 2025 ୧୨୭ତମ ମନ୍ କୀ ବାତରେ କୋରାପୁଟ୍ କଫିର ଚର୍ଚ୍ଚା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍iu • ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଜନଜାତି କୃଷକଙ୍କ ପରିଶ୍ରମ ଏବଂ ଓଡ଼ିଶାର ସମୃଦ୍ଧ କୃଷିକୁ…
ଦେଶ- ବିଦେଶ ୟୁକ୍ରେନ ଉପରେ ରୁଷର ବଡ ଆକ୍ରମଣ, ମାଡ କଲା ଇସ୍କନ୍ଦର କ୍ଷେପଣାସ୍ତ୍ର… Oct 25, 2025 ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ତୃତୀୟ ବର୍ଷରେ ଉତ୍ତେଜନା କମିବ କ’ଣ ଏବେ ବଢି ବଢି ଚାଲିଛି । ରୁଷ ସେନା ଶୁକ୍ରବାର ରାତିରେ ଇସ୍କନ୍ଦର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସାହାଯ୍ୟରେ…
Entertainment ବେଙ୍ଗାଲୁରୁ ହିଟ୍ ଆଣ୍ଡ୍ ରନ ମାମଲା; କନ୍ନଡ ଅଭିନେତ୍ରୀଙ୍କ ସଂପୃକ୍ତି… Oct 25, 2025 ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଅକ୍ଟୋବର ୪ରେ ଏକ ହିଟ୍ ଆଣ୍ଡ୍ ରନ ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ କାରଟି କନ୍ନଡ ଅଭିନେତ୍ରୀ ଦିବ୍ୟା ସୁରେଶ ଚଳାଉଥିବା ନେଇ ଶୁକ୍ରବାର ଦିନ ପୋଲିସ…
ରାଜ୍ୟ ଚିପିଲିମା ପାୱାର ଚ୍ୟାନେଲ୍ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାଙ୍କୁ ଶେଷ… Oct 25, 2025 ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଚିପିଲିମା ପାୱାର ଚ୍ୟାନେଲରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ଦୁଇ ଦିନ ପୂର୍ବରୁ ସେ ନିଖୋଜ ହୋଇଥିଲେ। ବଲାଙ୍ଗୀର ଜିଲ୍ଲାର…
ଖେଳ ସମାଲୋଚକଙ୍କୁ ରୋକୋଙ୍କ କଡା ଜବାବ: ଅନ୍ତିମ ଦିନିକିଆ ଜିତିଲା ଭାରତ Oct 25, 2025 ସିଡନୀ: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲାରେ ରୋହିତ ଶର୍ମର୍ାଙ୍କ ଶତକ ଓ ବିରାଟ କୋହଲିଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଭାରତ ୯ ୱିକେଟରେ ସହଜ ବିଜୟ…
ଦେଶ- ବିଦେଶ ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ, ବାନ୍ଧିଲା ପୋଲିସ Oct 25, 2025 ଇନ୍ଦୋର: ଅଷ୍ଟ୍ରେଲିଆର ଦୁଇଜଣ ମହିଳା କ୍ରିକେଟରଙ୍କ ସହ ଇନ୍ଦୋରରେ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଜଣେ ବାଇକ ଚାଳକ ଏହିପରି କାଣ୍ଡ କରିଥିବା…
ଦେଶ- ବିଦେଶ ବିକ୍ରି ହୋଇଯାଇଥିଲେ ପରଭେଜ୍ ମୁଶାରଫ୍!, ଭାରତ-ପାକିସ୍ତାନ ଯୁଦ୍ଧ ଏବଂ… Oct 25, 2025 ନୂଆଦିଲ୍ଲୀ: ପୂର୍ବ ଆମେରିକୀୟ ସିଆଇଏ ଅଧିକାରୀ ଜନ୍ କିରିଆକୋ ଏକ ସାକ୍ଷାତକାରରେ ଅନେକ ଚାଞ୍ଚଲ୍ୟକର ପ୍ରକାଶ କରିଛନ୍ତି। ସେ ଆମେରିକା ଏବଂ ଭାରତ-ପାକିସ୍ତାନ ସମ୍ପର୍କ ବିଷୟରେ ଅନେକ…
business ରୂପା ମୂଲ୍ୟ ରେକର୍ଡ ସର୍ବୋଚ୍ଚରୁ ୨୧% ହ୍ରାସ, ସୁନା ବି ୭.୬୪% ତଳକୁ… Oct 25, 2025 ନୂଆଦିଲ୍ଲୀ: ରେକର୍ଡ ସର୍ବୋଚ୍ଚରେ ପହଞ୍ଚିବା ପରେ, ରୂପା ମୂଲ୍ୟରେ ୨୧% ହ୍ରାସ ଘଟିଛି । ଶୁକ୍ରବାର, ରୂପା ମୂଲ୍ୟ ସେମାନଙ୍କର ରେକର୍ଡ ସର୍ବୋଚ୍ଚରୁ ପ୍ରାୟ ୩୧,୦୦୦ ଟଙ୍କା ହ୍ରାସ…
ଦେଶ- ବିଦେଶ ଭାରତ ଏବଂ ଆମେରିକା ଡିଲ୍…ଚିନ୍ତାରେ ଚାଷୀ! Oct 25, 2025 ନୂଆଦିଲ୍ଲୀ: ସୁଧୁରୁଛି ଭାରତ ଆମେରିକା ସଂପର୍କ…ଖୁବଶୀଘ୍ର ହୋଇପାରେ ବାଣିଜ୍ୟ ଚୁକ୍ତି…ବାଣିଜ୍ୟ ନେଇ ଚିନ୍ତାରେ ଭାରତୀୟ ଚାଷୀ…ବଳି ପଡିବ କି ସେମାନଙ୍କ ସ୍ବାର୍ଥ? ଭାରତ ଏବଂ…