ସବୁ କଳ୍ପନାଜଳ୍ପନାର ଅନ୍ତ, ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ। ପଦ୍ମ ଧରିଲେ ଜୟ ଢୋଲକିଆ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶାତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଢୋଲକିଆ।…

ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି…

ଭୁବନେଶ୍ୱର: ୨୦,୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀ ଶିବ ମଲ୍ଲିକଙ୍କୁ ତାଙ୍କ ଆୟ ଠାରୁ ୧୯୦% ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ…

ମିଳିଲାନି ନୋବେଲ୍, ରାଗରେ କିଛି ଏମିତି କରିପାରନ୍ତି ରାଷ୍ଟ୍ରପତି…

ନୂଆଦିଲ୍ଲୀ: ଭାଙ୍ଗିଗଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ। ମିଳିଲାନି ନୋବୋଲ୍ ଶାନ୍ତି ପୁରସ୍କାର । ଏଥିପାଇଁ ବିଶ୍ବରେ ହେଉଥିବା ଯୁଦ୍ଧରେ ବିରାମ ଦେବା ପାଇଁ…

ଧନଶ୍ରୀଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ ଚହଲ…

ମୁମ୍ବାଇ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମା ୨୨ ଡିସେମ୍ବର, ୨୦୨୦ରେ ବିବାହ କରିଥିଲେ। ଓ ପରେ ୨୦ ମାର୍ଚ୍ଚ, ୨୦୨୫ରେ ଦୁହିଁଙ୍କ ଛାଡପତ୍ର…

କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ ଠାରେ ୪୦ତମ ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନସିପ୍‌ର ଆୟୋଜନ କରାଯିବ । ଅକ୍ଟୋବର ୧୦ ତାରିଖ ଠାରୁ ଅକ୍ଟୋବର ୧୪ ତାରିଖ…

ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫କୁ କର୍ଣ୍ଣାଟକ ସରକାରଙ୍କ ମଞ୍ଜୁରୀ,…

ବେଙ୍ଗାଲୁରୁ: ଘରୋଇ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ମଧ୍ୟ ଏବେ ଋତୁସ୍ରାବ ଛୁଟି ଦରମା ସହିତ ପାଇବେ । ଏନେଇ ଗୁରୁବାର କର୍ଣ୍ଣାଟକ ସରକାର ମାସିକ ଋତୁସ୍ରାବ ଛୁଟି ନୀତି-୨୦୨୫କୁ…

ମଉଳିଲା ପାକିସ୍ତାନ ଆଶା, AMRAAM କ୍ଷେପଣାସ୍ତ୍ର ବିତରଣ ରିପୋର୍ଟକୁ ଖାରଜ…

ନୂଆଦିଲ୍ଲୀ: ପାକିସ୍ତାନକୁ ଯୁକ୍ତରାଷ୍ଟ୍ର AIM-120 AMRAAM କ୍ଷେପଣାସ୍ତ୍ର ଦେବ ରିପୋର୍କୁ ଖାରଜ କଲା ଆମେରିକା। ଭାରତ ସହିତ ଜାରି ଶୁଳ୍କ ଉତ୍ତେଜନା ମଧ୍ୟରେ, ଚର୍ଚ୍ଚା ହେଉଥିଲା…

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ

ଭୁବନେଶ୍ୱର: ଚନ୍ଦକା ଅଞ୍ଚଳରେ ଘଟିଥିବା ନାବାଳିକାଙ୍କୁ ବଳାତ୍କାର ମାମଲାରେ ମାସେ ଭିତରେ ରାୟ ଶୁଣାଇଲେ ରାଜଧାନୀ ଭୁବନେଶ୍ୱରର ଏକ ପୋକ୍ସୋ ଅଦାଲତ । ନାବାଳିକାଙ୍କୁ ବଳାତ୍କାର…

ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷା ସହ ଵଜ୍ରପାତ ନେଇ…

ଭୁବନେଶ୍ୱର: ଆଜିଠୁ ୧୨ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। କାରଣ ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ। ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି…

ଆତଙ୍କିତ ପାକିସ୍ତାନ?, ତାଲିବାନ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ ଭିତରେ…

ନୂଆଦିଲ୍ଲୀ: ଗୁରୁବାର ରାତିରେ ଆଫଗାନିସ୍ତାନ ବିସ୍ଫୋରଣରେ ଥରି ଉଠିଥିଲା, ରିପୋର୍ଟ ଅନୁଯାୟୀ ପାକିସ୍ତାନୀ ଜେଟ୍ କାବୁଲରେ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ଶିବିରଗୁଡ଼ିକୁ…