ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜନତା ମଇଦାନ ବୁଲି ଦେଖିଲେ…

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଭୁବନେଶ୍ୱରର ଜନତା ମଇଦାନ ପରିଦର୍ଶନ କରିଛନ୍ତି। ଏଥିସହିତ ଆଗାମୀ କାର୍ଯ୍ୟକ୍ରମ ପାଇଁ ଜାରି ରହିଥିବା ପ୍ରସ୍ତୁତି…

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସ୍ଥିତି ଧୀରେ ଧୀରେ ଅନେକ ଜିଲ୍ଲାରେ ଦେଖାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି।…

ଭୁବନେଶ୍ୱରରେ ଜଣ୍ଡିସ ଓ ଡାଇରିଆ ବ୍ୟାପିଥିବା ଅଞ୍ଚଳରେ ପଦକ୍ଷେପ ନେଉଛି…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜଣ୍ଡିସ୍ ଓ ଡାଇରିଆ ବ୍ୟାପିବା ଘଟଣାରେ ପ୍ରତିକ୍ରିୟା ରଖିଲେ ମେୟର ସୁଲୋଚନା ଦାସ । ­ସେ କହିଛନ୍ତି ଯେ, କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ହୋଇଛି।…

ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ବିକାଶ ହେଲେ ହିଁ ସମୃଦ୍ଧ ଓଡିଶାର…

ବାରିପଦା: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବାରିପଦାର ଛଉ ପଡ଼ିଆ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଆଦିବାସୀ ଶକ୍ତି ସମାବେଶ । ଏହାକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ…

ସତରେ ଧୋନୀ ନ୍ୟୁଜିଲାଣ୍ଡ ପଳେଇଯିବେ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଭାରତୀୟ କ୍ରିକେଟର ସଫଳ ଅଧିନାୟକ ଭାବେ ପରିଗଣତି ମହେନ୍ଦ୍ର ସିଂ ଧୋନୀ ନ୍ୟୁଜିଲାଣ୍ଡ ପଳେଇଯିବେ ବୋଲି ଚର୍ଚ୍ଚା ଜୋର ଧରିଛି । ବଲିଉଡର ଅଭିନେତା…

କେଦାରନାଥ ପାଦଚଲା ରାସ୍ତାରେ ଭୂସ୍ଖଳନ; ୨ ମୃତ ,ଏକାଧିକ ଆହତ

ଉତ୍ତରାଖଣ୍ଡ:କେଦାରନାଥ ଧାମ ପାଦଚଲା ରାସ୍ତାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହଛି । ତିନି ଜଣ ଆହତ ହୋଇଛନ୍ତି । ଉଦ୍ଧାରକାରୀ ଦଳ…

ଇସ୍ରାଏଲ ସହ ଯୁଦ୍ଧ ମଧ୍ୟରେ, ନିଜ ନାଗରିକମାନଙ୍କୁ ହ୍ୱାଟସଆପ ଡିଲିଟ୍…

ତେହେରାନ: ଇସ୍ରାଏଲ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ, ଇରାନ ଏବେ ଏହାର ନାଗରିକମାନଙ୍କୁ ସେମାନଙ୍କ ମୋବାଇଲ୍ ଏବଂ ଅନ୍ୟାନ୍ୟ ଡିଭାଇସରୁ ହ୍ୱାଟସଆପ ଡିଲିଟ୍ କରିବାକୁ କହିଛି । ଇରାନର…

ପାକିସ୍ତାନରେ ସେନା ବେସ୍ କରିବ ଆମେରିକା !

ନୂଆଦିଲ୍ଲୀ: ବଦଳୁଛି ଆମେରିକାର ନୀତି ! ପାକିସ୍ତାନ ସେନା ମୁଖ୍ୟଙ୍କ ସହ ଟ୍ରମ୍ପଙ୍କ ମିଟିଂ । ବନ୍ଦ ଘରେ ଭୋଜନ, ସିକ୍ରେଟ୍ ମିଟିଂ ! ପାକିସ୍ତାନକୁ ନେଇ କାହିଁକି ବଦଳୁଛି ଆମେରିକାର…

ପୁଣି ଆଉ ଏକ ଏୟାର ଇଣ୍ଡିଆକୁ ଫେରିବାକୁ ପଡିଲା ଦିଲ୍ଲୀ: ଇଣ୍ଡୋନେସିଆକୁ…

ନୂଆଦିଲ୍ଲୀ: ଗତ ୧୨ ତାରିଖରେ ଏୟାର ଇଣ୍ଡିଆ ଫ୍ଲାଇଟ୍ ୧୭୧ ଦୁର୍ଘଟଣା ଗ୍ରସ୍ତ ହେବା ପରେ, ଏବେ ବିମାନ ସେବା ନେଇ ଅନେକ ଦୁର୍ଘଟଣା ସାମ୍ନାକୁ ଆସୁଛି । କେତେବେଳେ ଯାନ୍ତ୍ରିକ ତ୍ରୁଟି…

୮ ଗୁଣା ବଢ଼ିଲା ଭୁବନେଶ୍ଵର ରେଳଷ୍ଟେଶନ ପାର୍କିଂ ଫି’

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ବାହାରେ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାରରେ ଥିବା ପାର୍କିଂ ୟାର୍ଡର ପାର୍କିଂ ଫି ହଠାତ୍ ୮ ଗୁଣା ବୃଦ୍ଧି ହୋଇଛି। ଯାହାକୁ ନେଇ ଯାତ୍ରୀମାନଙ୍କ…