ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା

ନାଗପୁର:  ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ମୁକାବିଲା। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବୁଧବାର ନାଗପୁରର ବିଦର୍ଭ କ୍ରିକେଟ୍…

ଭାରତୀୟ ବାୟୁସେନାର ଟ୍ରେନି ବିମାନ କ୍ରାସ, ପୋଖରୀରେ ପଡ଼ି…

ପ୍ରୟାଗରାଜ: ପ୍ରୟାଗରାଜରେ ଭାରତୀୟ ବାୟୁସେନାର ଏକ ବିମାନ ପୋଖରୀରେ ଖସିପଡ଼ି ଦୁର୍ଘଟଣାଗସ୍ତ ହୋଇଛି। ଏହା ଏକ ଟ୍ରେନି ବିମାନ ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ,…

କାହିଁକି ୟୁ-ଟର୍ଣ୍ଣ ନେଲା ଟ୍ରମ୍ପଙ୍କ ବିମାନ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡରେ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ତାଙ୍କର ସ୍ୱତନ୍ତ୍ର ବିମାନ ଏୟାର…

ଦେଢ଼ ଲକ୍ଷ ପାର୍ କଲା ସୁନା ଦର…ଜାଣନ୍ତୁ ଗତ ବଜେଟ୍ ପରଠାରୁ କେତେ ମହଙ୍ଗା…

ନୂଆଦିଲ୍ଲୀ: ସୁନା ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି। ମଙ୍ଗଳବାର ଜାନୁଆରୀ ୨୦ ତାରିଖରେ, ୨୪ କ୍ୟାରେଟ୍ ସୁନାର ମୂଲ୍ୟ ଗ୍ରାମ ପିଛା ୧୫,୫୨୦ ଟଙ୍କାରେ ପହଞ୍ଚିଥିଲା। ଏହି ସମୟରେ, ୨୨…

‘ମୋ ସ୍ୱାମୀ ମୋତେ ମାରିଦେବେ…’, କାହିଁକି ଏମିତି କହିଲେ ଭାରତର ଝିଅ…

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ତାଙ୍କର ସାହସିକତା, ଶୃଙ୍ଖଳା ଏବଂ ଆତ୍ମବିଶ୍ୱାସ ପାଇଁ ସାରା ବିଶ୍ୱରେ ଜଣାଶୁଣା। ସେ ସମ୍ପ୍ରତି…

ଏଣିକି ସଂସଦରେ ବିଳମ୍ବରେ ପହଞ୍ଚିବା ପଡ଼ିବ ମହଙ୍ଗା, ସିଧା କଟିବ ଦରମା…

ନୂଆଦିଲ୍ଲୀ: ଲୋକସଭାରେ ବିଳମ୍ବରେ ଉପସ୍ଥିତି ଏବେ ସାଂସଦମାନଙ୍କ ପାଇଁ ମହଙ୍ଗା ହେବ। ଏନେଇ ଲାଗୁ ହେବାକୁ ଯାଉଛି ନୂଆ ନିୟମ। ସଂସଦର ବଜେଟ ଅଧିବେଶନ ସମୟରେ ସାଂସଦଙ୍କ ଉପସ୍ଥିତି…

ଶ୍ରୀମନ୍ଦିରକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ପୁରୀ: ଶ୍ରୀମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ। ସୋସିଆଲ ମିଡିଆରେ ଆସିଛି ଧମକପୂର୍ଣ୍ଣ ମେସେଜ୍। ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ…

ଜୁନ୍ ସୁଦ୍ଧା ନୂଆ NAC ଓ ପୌର ନିର୍ବାଚନ, ରାଜ୍ୟ ସରକାରଙ୍କୁ ନିର୍ବାଚନ…

ଭୁବନେଶ୍ୱର : ଜୁନ୍ ସୁଦ୍ଧା ୨୪ ନୂଆ NAC ଓ ପୌର ନିର୍ବାଚନ । ରାଜ୍ୟ ସରକାରଙ୍କୁ ନିର୍ବାଚନ କମିସନରଙ୍କ ଚିଠି । ନୂଆ ୨୪ଟି ପୌରାଞ୍ଚଳରେ ଏହି ନିର୍ବାଚନ କରାଯିବ । ପୌରାଞ୍ଚଳ…

ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ

ଭୁବନେଶ୍ବର: ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ। ଏହା ମାର୍ଚ୍ଚରୁ ଲାଗୁ ହେବ। ପ୍ରଭାବିତ ହେବେ ୪୦ ହଜାର ଓଡ଼ିଆ। ଭୁବନେଶ୍ବର ଆବୁଧାବି ସିଧାସଳଖ ବିମାନ ସେବା ଗତ…

ରାସ୍ତାରୁ ହଟିବ ଡିଜେଲ୍‌ ଚାଳିତ ଆମ ବସ୍‌: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ‘ଆମ ବସ୍’ ସେବା ଅଧୀନରେ ଡିଜେଲ ଚାଳିତ ବସ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ। ଏଥିସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୈଦ୍ୟୁତିକ…