ଆଉନାହାଁନ୍ତି ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ ମନୋରଞ୍ଜନ

ନୂଆଦିଲ୍ଲୀ: ଆଉନାହାଁନ୍ତି ହଲିଉଡ ଲୋକପ୍ରିୟ ଅଭିନେତ୍ରୀ ମ୍ୟାଗି ସ୍ମିଥ l ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ…

ଟିକେଟ୍ ବ୍ଲାକମାର୍କେଟିଂ ନେଇ ବୁକମାଇ ଶୋ’କୁ ସମନ

ମୁମ୍ବାଇ: ବୁକ୍ ମାଇ ଶୋ’ର ବୈଷୟିକ ହେଡ ଏବଂ ସିଇଓ ଆଶିଷ ହେମରାଜାନୀଙ୍କୁ କୋଲ୍ଡପ୍ଲେ କନ୍ସର୍ଟ ଟିକେଟ୍ ବ୍ଲାକମାର୍କେଟିଂ ମାମଲାରେ ମୁମ୍ବାଇ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ…

ଆଜି ରାଜ୍ୟ କ୍ୟାବିନେଟ୍‍, ଏହିସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ l ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ…

୨ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବା ପାଇଁ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ୨ ଦିନିଆ…

ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ; ‘ଅପରାଧିଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି’

ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଦ୍ବିତୀୟ ଦିନ । ଗତକାଲି ଲୋକସେବା ଭବନରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇଥିବା ବେଳେ ଆଜି ସବୁ…

ଚାଇନା ବନାମ ଦେଶୀ ରସୁଣ: ହାଇକୋର୍ଟରେ ପହଁଚିଲା ମାମଲା

ଲକ୍ଷ୍ନୌ: ସାଧାରଣତଃ ଚାଇନା ଜିନିଷକୁ ନେଇ ଭାରତରେ ମୋଦୀ ସରକାର ବେଳେ ବିରୋଧାଭାସ ଦେଖିବାକୁ ମିଳିଛି। ବୟକଟ୍ ଚାଇନା ନାରା ଦେଇ ସ୍ୱଦେଶୀ ଖେଳଣାଠୁ ଆରମ୍ଭ କରି ଯୁଦ୍ଧାସ୍ତ୍ର…

ଗମ୍ଭୀରଙ୍କ ସ୍ଥାନ ନେଲେ ଡ୍ୱେନ ବ୍ରାଭୋ

କୋଲକାତା: ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ ତଥା ମହାନ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ କୋଲକାତା ନାଇଟ ରାଇଡର୍ସର ନୂଆ ମେଂଟର ହୋଇଛନ୍ତି । ଆଇପିଏଲର ୨୦୨୫ ସଂସ୍କରଣରେ ସେ ଏହି ଦାୟିତ୍ୱ…

ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା-୧’, ହଲରେ ଖଚାଖଚ…

ମୁମ୍ବାଇ: ରିଲିଜ ହୋଇଛି ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବାରା ପାର୍ଟ -୧’ । ଜୁନିଅର ଏନଟିଆରଙ୍କ ଆରଆରଆର ଚଳଚିତ୍ରର ୬ ବର୍ଷ ପରେ ଶେଷରେ ପ୍ରେକ୍ଷାଳୟରେ…

ଲୋକସେବା ଭବନରେ ଜିଲ୍ଲାପାଳଙ୍କ ଆସର

ଭୁବନେଶ୍ଵର: ଲୋକସେବା ଭବନରେ ଆରମ୍ଭ ହେଲା ମୋହନ ସରକାରଙ୍କ ପ୍ରଥମ ଜିଲ୍ଲାପାଳ ସମ୍ମିଳନୀ। ସରକାରକୁ ଆସିବା ପରେ ପ୍ରଥମ ଥର ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନେଇ…

ଶ୍ରୀମନ୍ଦିରରେ ଯାଞ୍ଚ ହେବ ‘ଅବଢା’ର ମାନ

ଭୁବନେଶ୍ବର: ତିରୁପତି ବାଲାଜୀ ମନ୍ଦିରରେ ଘଟଣାରେ ଏବେ ମହାପ୍ରଭୁଙ୍କ ଶ୍ରୀମନ୍ଦିରେ ମହାପ୍ରସାଦ ଅବଢା, ଶୁଖିଲା ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ…