ଓସ୍କାର ଦୌଡ଼ରେ ‘ଲାପତା ଲେଡିଜ୍‌’

ମୁମ୍ବାଇ: ଓସ୍କାର ଆୱାର୍ଡ ଦୌଡ଼ରେ ହିନ୍ଦୀ ଫିଲ୍ମ ‘ଲାପତା ଲେଡିଜ୍‌’। ବେଷ୍ଟ ଫରେନ୍ ଫିଲ୍ମ-୨୦୨୫ ବର୍ଗରେ ସ୍ଥାନ ପାଇଲା ଲାପତା ଲେଡିଜ୍। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ…

ଝିଅକୁ ଦୁଷ୍କର୍ମ ଶିକାର ହେବାରୁ ବଞ୍ଚାଇଲା ମାଙ୍କଡ଼

ବାଗପାତ: ଝିଅକୁ ଦୁଷ୍କର୍ମ ଶିକାର ହେବାରୁ ବଞ୍ଚାଇଲା ମାଙ୍କଡ଼। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ମେରଟ ଅନ୍ତର୍ଗତ ବାଗପାତରେ। ସୂଚନା ଅନୁଯାୟୀ, ୟୁପିରେ ଜଣେ ଯୁବକ ୬ବର୍ଷର…

ଆଳୁ ପରେ ବଢିଲା ପିଆଜ ଦର; ଜାଣନ୍ତୁ ରାଜଧାନୀରେ କେତେ ରହିଛି…

ଭୁବନେଶ୍ୱର: ପୁଣି ରାଜ୍ୟରେ ଉପରମୁହାଁ ହୋଇଛି ପିଆଜ ଦର । ସାରା ରାଜ୍ୟର ବିଭିନ୍ନ ସହରରେ ବଢିଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦…

ଆସିଛି ପାର୍ବଣ, ହସୁଛି କାଶତଣ୍ଡୀ, ମା’ଙ୍କ ଆଗମନ ପାଇଁ ସଜେଇ ହେଲାଣି…

ଭୁବନେଶ୍ୱର: ଶରତର ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ, ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ଧୋବ ଫରଫର କାଶତଣ୍ଡୀ ଫୁଲ ପବନର ଝିପି ଝିପି ବର୍ଷାରେ ସତେ ଯେମିତି ଦୋଳି ଖେଳୁଛି। ମା’ଙ୍କ…

ସେନା ବନାମ ପୋଲିସ: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ…

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ପ୍ରେମିକାଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାକୁ ନେଇ ବିବାଦ ବଢୁଥିବା ବେଳେ ଶେଷରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜଷ୍ଟିସ୍…

ସୁନ୍ଦରୀ ରିୟା ସିଙ୍ଘା ପିନ୍ଧିଲେ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ…

ଜୟପୁର: ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ମୁକୁଟ ପିନ୍ଧିଲେ ରିୟା ସିଙ୍ଘା l ରାଜସ୍ଥାନର ଜୟପୁରରେ ଆୟୋଜିତ ମିସ୍ ୟୁନିଭର୍ସ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାର ଟାଇଟଲ୍ ଜିତିଛନ୍ତି ରିୟା…

ଭାରତ ଫେରିବ ଚୋରି ହୋଇଥିବା ପ୍ରାୟ ୨୯୭ ମୂଲ୍ୟବାନ ପୁରୁଣା ସାମଗ୍ରୀ

ନୂଆଦିଲ୍ଲୀ: ଭାରତ ଫେରିବ ଚୋରି ହୋଇଥିବା ପ୍ରାୟ ୨୯୭ ମୂଲ୍ୟବାନ ପୁରୁଣା ସାମଗ୍ରୀ । ଆମେରିକାରୁ ଫେରାଇ ଆଣିବେ ପ୍ରଧାନମନ୍ତ୍ରୀ ମୋଦୀ । ତେବେ କିଛି ମାତ୍ରାରେ ପ୍ରଧାନମନ୍ତ୍ରୀଙ୍କ…

ଜଳପ୍ରପାତରେ ଭାସିଯାଇ ୨ ଡାକ୍ତରୀ ଛାତ୍ରୀ ମୃତ, ଜଣେ ନିଖୋଜ

ମାଲକାନିଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶ ଆଲୁରୀ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଆନ୍ଧ୍ର ଏଲୁର ମେଡିକାଲ୍‌ କଲେଜର ୨ ଡାକ୍ତରୀ ଛାତ୍ରୀ ଭାସିଯାଇ ମୃତ। ଜଣେ…

ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ବର: ବାତିଲ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ । କେନ୍ଦୁଝରରୁ ଭୁବନେଶ୍ବର ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି କାରଣରୁ…

ଜଳେଶ୍ଵରରୁ ଧରାହେଲା ବିରଳ ତେଲିଆ ମାଛ

ବାଲେଶ୍ବର: ଦୀଘା ସମୁଦ୍ରରୁ ନଅଟି ବିଶାଳ ତଥା ବିରଳ ‘ତେଲିଆ ଶିଳା’ ମାଛ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ମତ୍ସ୍ୟଜୀବୀମାନେ ପ୍ରାୟ ୧.୯୯୦ କ୍ୱିଣ୍ଟାଲ ଓଜନର ବିରଳ ମାଛକୁ…