ରାଜ୍ୟ ଶାଶ୍ୱତ ମିଶ୍ର ହେଲେ ଅର୍ଥ ବିଭାଗର ପ୍ରମୁଖ ସଚିବ Jul 28, 2024 ଭୁବନେଶ୍ୱର: ଆଇଏଏସ୍ ଅଫିସର ଶାଶ୍ୱତ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଅଦଳବଦଳ…
ରାଜ୍ୟ ୧୪ଟା ଗେଟ୍ ଦେଇ ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ Jul 28, 2024 ସମ୍ବଲପୁର: ଖୋଲିଲା ହୀରାକୁଦର ଆଉ ୭ଟି ଗେଟ୍ । ମୋଟ ୧୪ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଆଜି ସକାଳେ ପ୍ରଥମ ପର୍ଯ୍ୟାୟରେ ୭ଟି ଗେଟ୍ ଖୋଲିଥିବା ବେଳେ ଏବେ ଦ୍ବିତୀୟ…
ରାଜ୍ୟ ଖୁବ୍ଶୀଘ୍ର ମରାମତି ହେବ ରତ୍ନଭଣ୍ଡାର, ହଜିଯାଇଥିବା ଚାବି ଷଡ଼ଯନ୍ତ୍ରର… Jul 28, 2024 ଭୁବନେଶ୍ୱର: ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଖୁବ୍ ଶୀଘ୍ର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନା ଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ କରିବ। ଏଏସଆଇ ରତ୍ନଭଣ୍ଡାରର…
ଦେଶ- ବିଦେଶ ତିହାର ଜେଲରେ ୧୨୫ କଏଦୀ ଏଚଆଇଭି ପଜିଟିଭ୍ Jul 27, 2024 ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲରେ ୧୨୫ କଏଦୀ ଏଚ.ଆଇ.ଭି. ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୨୦୦ କଏଦୀଙ୍କୁ ସିଫିଲିସ୍ ହୋଇଥିବା ଜଣାପଡିଛି। ଯାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି।…
ଖେଳ ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କଲେ ମନୁ ଭାକର Jul 27, 2024 ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ଦିବସରେ ଶୁଟର ମନୁ ଭାକର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୮ ଜଣ ଫାଇନାଲିଷ୍ଟ ମଧ୍ୟରେ ଏଥର…
ରାଜନୀତି ପୁଣି ମମତା ଦିଦିଙ୍କ ରାଗ Jul 27, 2024 ନୂଆଦିଲ୍ଲୀ: ଆଉ ଆସିବେନି ବୋଲି କହି ଆସିଲେ । ନୀତି ଆୟୋଗ ବୈଠକ ଅଧାରୁ ଉଠି ଚାଲିଗଲେ । ଆମେ କହୁଛୁ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥା ।…
ଦେଶ- ବିଦେଶ ଅଗଷ୍ଟ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି ! Jul 27, 2024 ନୂଆଦିଲ୍ଲୀ: ଅଗଷ୍ଟ ମାସ ଅନେକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ସାରା ଦେଶରେ ଅନେକ ପ୍ରକାର ପର୍ବପର୍ବାଣୀ ପାଳନ କରାଯାଏ। ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ…
ଦେଶ- ବିଦେଶ ଗୋଟିଏ ଟେବୁଲରେ ପିଏମ୍, ବିଜେପି ଶାସିତ ରାଜ୍ୟର ସିଏମ୍ ଓ ସାଂଗଠନିକ ନେତା… Jul 27, 2024 ନୂଆଦିଲ୍ଲୀ: ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀରେ ବୈଠକ କରିବାକୁ ଯାଉଛନ୍ତି। ନୀତି ଆୟୋଗଙ୍କ ବୈଠକ ପରେ କିମ୍ବା ଆସନ୍ତାକାଲି ବୈଠକ ଆରମ୍ଭ ହେବାର ସମ୍ଭାବନା…
ରାଜ୍ୟ ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲା; ଫରେନ୍ସିକ୍ ଲ୍ୟାବ ପଠାଯିବ… Jul 27, 2024 ଭୁବନେଶ୍ୱର: ଭୁବନେଶ୍ୱରରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ମାମଲାରେ ବଢୁଛି ସସପେନ୍ସ। ମଧୁମିତାଙ୍କ ସ୍ବାମୀ ଶ୍ରୀଧରଙ୍କ ଆଉ କାହା ସହିତ ସମ୍ପର୍କ ଅଛି କି ନା ସେନେଇ…
ଦେଶ- ବିଦେଶ ଖାଇକୁ ଖସିଲା ଟାଟା ସୁମୋ, ୫ ଶିଶୁଙ୍କ ସମେତ ୮ ମୃତ Jul 27, 2024 ଅନନ୍ତନାଗ: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଡାକସୁମ୍ ଅଞ୍ଚଳରେ ଶନିବାର ଦିନ ଏକ ଗାଡି ଖାଇକୁ ଖସି ପଡ଼ିବା ଫଳରେ ଦୁଇ ନାବାଳକଙ୍କ ସମେତ ଗୋଟିଏ ପରିବାରର ଆଠଜଣ ସଦସ୍ୟଙ୍କର…