ରାଜନୀତି ଓଡିଶା ଆସିବେ ରାହୁଲ ଗାନ୍ଧୀ, କରିବେ ନିର୍ବାଚନୀ ପ୍ରଚାର Apr 22, 2024 ଭୁବନେଶ୍ଵର: ଓଡିଶା ଆସିବେ ରାହୁଲ ଗାନ୍ଧୀ । କରିବେ ନିର୍ବାଚନୀ ପ୍ରଚାର । ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ। ଭୋଟର…
ଦେଶ- ବିଦେଶ କଂଗ୍ରେସର ଘୋଷଣା ପତ୍ରକୁ ନେଇ ମୋଦୀଙ୍କ ସହ ସାକ୍ଷାତ କରିବେ ଖଡ଼ଗେ,… Apr 22, 2024 ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ଦଳର ଘୋଷଣା ପତ୍ରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବା ପାଇଁ କିଛି ସମୟ ମାଗିଛନ୍ତି।…
ଦେଶ- ବିଦେଶ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା କରିପାରିବେ ଗର୍ଭପାତ:… Apr 22, 2024 ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ବଡ ରାୟ । ଦୁଷ୍କର୍ମର ଶିକାର ହୋଇଥିବା ୧୪ ବର୍ଷିୟ ନାବାଳିକାଙ୍କୁ ୩୦ ସପ୍ତାହର ଭୃଣ ଗର୍ଭପାତ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ ।…
ନିର୍ବାଚନ ଏହି ଏହି ଦିନ ଗୁଡିକରେ ପ୍ରଚାର ମଇଦାନକୁ ଓଲ୍ହାଇବେ ମୁଖ୍ୟମନ୍ତ୍ରୀ Apr 22, 2024 ଭୁବନେଶ୍ୱର: ଭୋଟ୍ ଆଉ ୩ ସପ୍ତାହ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା…
ରାଜ୍ୟ ଶିମିଳିପାଳରେ ମଧ୍ୟପ୍ରଦେଶର ମହାବଳ: ୩ ରାଜ୍ୟ ସୀମା ଡେଇଁଛି, ସ୍ପଷ୍ଟ କଲା… Apr 22, 2024 ଭୁବନେଶ୍ୱର: ମଧ୍ୟପ୍ରଦେଶର ମହାବଳ ବାଘ ୩ଟି ରାଜ୍ୟ ସୀମା ଡେଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିଛି। ବନ ବିଭାଗର କ୍ୟାମେରାରେ ମହାବଳ ବାଘର ଚିତ୍ର କଏଦ ହୋଇଛି । ତେବେ…
ଅପରାଧ ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ କନିଷ୍ଠ ସହକାରୀ… Apr 22, 2024 ବୌଦ୍ଧ: ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଲମ୍ବସରୀର ରାଧାମାଧବ…
ରାଜନୀତି ଆସନ୍ତା ୨୪ରେ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ହିଞ୍ଜିଳିରୁ ଭୋଟଭିକ୍ଷା… Apr 22, 2024 ଭୁବନେଶ୍ୱର: ଭୋଟ୍ ଆଉ ୩ ସପ୍ତାହ। ମେ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ୪ଟି ଲୋକସଭା ମଣ୍ଡଳୀ କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଓ ଏହାର ଅନ୍ତର୍ଗତ ୨୮ ବିଧାନସଭା…
ରାଜନୀତି ରେଢାଖୋଲ ବାସୁପାଲି ଜନସମାବେଶରେ କେନ୍ଦ୍ରମନ୍ତ୍ରୀ Apr 21, 2024 ଡବଲ ଇଞ୍ଜିନ ସରକାର ହେଲେ ସମ୍ବଲପୁରର ବିକାଶ ତ୍ୱରାନ୍ୱିତ ହେବ - ଧର୍ମେନ୍ଦ୍ର ପ୍ରଧାନ • ମୋଦୀ ଗରିବ, ଦୁଃଖୀ ଓ ଅସହାୟଙ୍କ ସାହାରା ହୋଇଛନ୍ତି • ରେଢାଖୋଲ ଜନସମାବେଶ ମଞ୍ଚରୁ…
ଉଦ୍ୟମିତା ଯୋଗ ଶିବିର ପାଇଁ ସେବା ଟିକସ ଦେବେ ବାବା ରାମଦେବ Apr 21, 2024 ନୂଆଦିଲ୍ଲୀ: ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ ଝଟକା ପାଇଛି। ଅପିଲ୍ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତିକୁ କୋର୍ଟ ସମର୍ଥନ କରିଛନ୍ତି,!-->…
ଦେଶ- ବିଦେଶ ଟ୍ରେନିଂ ସମୟରେ ୨ ନୌସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା, ଜଣେ ମୃତ, ୭… Apr 21, 2024 ନୂଆଦିଲ୍ଲୀ: ଜାପାନରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ କ୍ରୁ ସଦସ୍ୟ ପ୍ରାଣ ହରାଇଛନ୍ତି। ଉଭୟ ହେଲିକପ୍ଟରରେ ୮ ଜଣ!-->…