ବିଜେଡି ଛାଡିଲେ ହାତ ଧରିଲେ ଅସିତ୍ ପଟ୍ଟନାୟକ

ଭୁବନେଶ୍ବର: ହାତ ଧରିଲେ ପୂର୍ବତନ ମନ୍ତ୍ରୀ ଯୁଗଳ ପଟ୍ଟନାୟକଙ୍କ ପୁଅ ଅସିତ୍ ପଟ୍ଟନାୟକ । ନିଜ ସମର୍ଥକଙ୍କ ସହ ଆସି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ…

ଗହମ ଜମିରେ ଡ୍ରିମଗାର୍ଲ ହେମା ମାଳିନୀ

ଉତ୍ତରପ୍ରଦେଶ: ଲୋକସଭା ନିର୍ବାଚନକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଛି । ଆସନ୍ତା ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ସେଥିପାଇଁ ସମସ୍ତ ରାଜନୈତିକ ଦଳ…

ଇଦ ଅବସରେ ଫ୍ୟାନ୍ସକୁ ସଲମାନଙ୍କ ଉପହାର

ମୁମ୍ବାଇ: ଏଥର ଇଦ ଅବସରରେ ସଲମାନ ଖାଁଙ୍କ କୌଣସି ଫିଲ୍ମ ରିଲିଜ ହୋଇ ନାହିଁ । ତେବେ ପ୍ରଶଂସକଙ୍କୁ ନିରାଶ ନ କରି ସେ ଏହି ଅବସରରେ ତାଙ୍କର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି ।…

ଘୋଷଣା ହେଲା ବିଜେପିର ୧୧ତମ ପ୍ରାର୍ଥୀ ତାଲିକା ; ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ: ଆଜି ବିଜେପି ତା’ର ୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତରପ୍ରଦେଶର ଭଦୋହି ଆସନରୁ ବିଜେପି ଏହି ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣଙ୍କର…

ଓ କି ଶାନ୍ତି ! ପୁଣି କାଲି ଠୁ ଜଳିବ ଓଡିଶା

ଭୁବନେଶ୍ୱର:  ଗତ ୨୪ ଘଂଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଅଧିକ ପରିମାଣର ହୋଇଛି। ସର୍ବାଧିକ ବର୍ଷା ବରଗଡ଼ ଜିଲ୍ଲାର ଝରିବନ୍ଧ ଠାରେ ୫୭ ମିମି ବର୍ଷା ରେକର୍ଡ ହୋଇଛି।…

ବିଧାୟକଙ୍କ ସଭ୍ୟପଦ ରଦ୍ଦ କଲେ ବାଚସ୍ପତି

ଭୁବନେଶ୍ଵର: ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ । ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ ହୋଇଛି । ବିଧାନସଭା ବାଚସ୍ପତି ପ୍ରମିଳା…

ଗଜପତିର ଖଜୁରି ଗୁଡ଼କୁ ମିଳିଲା ଜିଆଇ ମାନ୍ୟତା

ଗଜପତି: ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ମିଳିଛି ଭୌଗୋଳିତ ସଂକେତ ବା ଜିଆଇ ଟ୍ୟାଗ୍ ମାନ୍ୟତା । ଗଜପତିର ଗୁଡ ଚାଷୀ ବହୁତ ଦିନ ହେଲା ଧାରଣାରେ ବସିଥିବା ବେଳେ ତାଙ୍କ ଦାବି ଆଜି ପୂରଣ…

ଚୈତ୍ର ନବରାତ୍ର: ଜାଣନ୍ତୁ ରାମଙ୍କ ନାମ ଲେଖିଲେ କଣ ହେବ

ଚୈତ୍ର ନବରାତ୍ର ଆରମ୍ଭ ହୋଇଥିବା ବେଳେ ସବୁଠି ମାଙ୍କ ପୂଜାର୍ଚ୍ଚନା କରାଯାଉଛି । ଏହି ନବରାତ୍ରରେ ପ୍ରଭୁ ଶ୍ରୀରାମ ପୂଜା କରିଥିଲେ ବୋଲି କୁହାଯାଏ । ଯଦି ଆପଣ ଏବର୍ଷ ନବରାତ୍ରିରେ…

ରାଜନୀତି ପ୍ରତିଶୃତି : କ୍ଷମତାକୁ ଆସିଲେ ଅଟା ଠୁ ଡାଟା ସବୁ ମାଗଣା

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଇସ୍ତାହାର ପତ୍ର ଜାରି କରିଛି । ‘ଭିଜନ ଡକ୍ୟୁମେଣ୍ଟ’ ନାମରେ ଜାରି କରାଯାଇଥିବା ମେନିଫେଷ୍ଟୋରେ ସାମାଜିକ ନ୍ୟାୟ ତଥା…

ବିଶ୍ଵ ଛେନାପୋଡ ଦିବସ; ଜିଆଇ ଟ୍ୟାଗକୁ ଅପେକ୍ଷା

ଭୁବନେଶ୍ଵର: ମିଠା, ନାଁ ଶୁଣୁ ଶୁଣୁ ନା ନା ପ୍ରକାରର ସ୍ୱାଦିଷ୍ଟ ମିଠା ମନକୁ ଅସିଯାଏ । ଓଡିଆଙ୍କ ପରମ୍ପରା ତ ପିଠା ଆଉ ମିଠାରୁ ଜଣା ପଡିଯାଏ । ପଖାଳ ଦିବସ, ରସୋଗଲା ଦିବସ ଭଳି ଆଜି…