ନିର୍ବାଚନ କମିସନଙ୍କ ଘୋଷଣାକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ମୋଦୀଙ୍କ କଲ୍ୟାଣକାରୀ ଯୋଜନା ଆଧାରରେ ଜନତାଙ୍କ ଆସ୍ଥାଭାଜନ ହେବୁ - ଧର୍ମେନ୍ଦ୍ର ପ୍ରଧାନ • ଦେଶର ଜନସାଧାରଣ ଓ ସମସ୍ତ ରାଜନୈତିକ ଦଳ ମାନଙ୍କୁ ଶୁଭେଚ୍ଛା ଜଣାଇଲେ

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ; ତାରିଖ ଘୋଷିତ

ଭୁବନେଶ୍ୱର: ବାଜିଲା ନିର୍ବାଚନ ବିଗୁଲ । ଆରମ୍ଭ ହେଲା କାଉଣ୍ଟ ଡାଉନ। ଦେଶରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୯

ବିଜେପିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡ଼ୱାଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପ୍ରସିଦ୍ଧ ଗାୟୀକା ଅନୁରାଧା ପଡୱାଲ। ସେ ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଦଳରେ ଯୋଗ ଦେଇଛନ୍ତି। ଖୁବଶୀଘ୍ର

ରିଲିଜ ହେଲା ମେ’ ମୋଦୀ କା ପରିବାର ହୁଁ’

ନୂଆଦିଳ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଗୀତ ରିଲିଜ ହୋଇଛି।  ’ମେ’ ମୋଦୀ କା ପରିବାର ହୁଁ’ ନାଁରେ ଏହି ଗୀତ

ଦେଲେନି ଟିକେଟ ; ଦଳ ଡେଇଁଲେ ଅରିନ୍ଦମ ରାୟ

ଓଡିଶାରେ ବିଜେଡି-ବିଜେପି ମେଣ୍ଟକୁ ନେଇ ସସପେନ୍ସ ଜାରି ରହିଛି । ଆଉ ଏହି ମେଣ୍ଟ ସସପେନ୍ସ ଉପରୁ ହଟୁନାହିଁ ପରଦା । ଆଉ ଚର୍ଚ୍ଚା ଭିତରେ ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଥିବା

ମୁଖ୍ୟମନ୍ତ୍ରୀଙ୍କୁ ବଡ ଆଶ୍ୱସ୍ତି; ମିଳିଲା ଜାମିନ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଆଶ୍ୱସ୍ତି । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରୁ କେଜ୍ରିୱାଲଙ୍କୁ ଜାମିନ ମିଳିଛି । ୧୫ହଜାର ଟଙ୍କା ମୁଚାଲିକାରେ ଜାମିନ

ବିଜେଡି ଛାଡ଼ିଲେ ଅଭିନେତା ଅରିନ୍ଦମ

ଭୁବନେଶ୍ବର: ବିଜେଡି ଛାଡ଼ିଲେ ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଅରିନ୍ଦମ । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ

ପଦ୍ମ ଧରିଲେ ପୂର୍ବତନ ଗୁଣୁପୁର ବିଧାୟକ ତ୍ରୀନାଥ ଗମାଙ୍ଗୋ

ଭୁବନେଶ୍ବର: ପଦ୍ମ ଧରିଲେ ତ୍ରୀନାଥ ଗମାଙ୍ଗୋ । ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେଲେ ପୂର୍ବତନ ଗୁଣୁପୁରୁ ବିଧାୟକ ତ୍ରୀନାଥ ଗମାଙ୍ଗୋ । ସେ ଆଜି ଦଳୀୟ ପାର୍ଟି ଅଫିସରେ

କନ୍ୟାକୁମାରୀରେ ବିରୋଧିଙ୍କ ଉପରେ ବର୍ଷିଲେ ମୋଦୀ

କନ୍ୟାକୁମାରୀ: ଦକ୍ଷିଣଭାରତ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମୟରେ କନ୍ୟାକୁମାରୀରେ ଆୟୋଜିତ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରି ମୋଦୀ ବିରୋଧି ଦଳ

ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବିଏସ୍ ୟେଦୁରପ୍ପାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ଜଣେ ନାବାଳିକାକୁ ସେ ଯୌନ ନିର୍ଯାତନା