୨୦୦୦ ଟଙ୍କିଆ ନୋଟକୁ ନେଇ RBI ର ବଡ଼ ଅପଡେଟ

ନୂଆଦିଲ୍ଲୀ: ବିମୁଦ୍ରୀକରଣ ସମୟରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା। ପରେ ସରକାର ମଧ୍ୟ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ RBI ଗତ ବର୍ଷ ମଇ

ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚମ୍ପଇ ସୋରେନ

ରାଞ୍ଚି: ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ଆଜି ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ୍ ନେତା ଚମ୍ପଇ ସୋରେନ । ବିଧାୟକ

ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସ୍ କୁ ପିଟିଲା ହାଇଓ୍ବା, ୨୦ ଆହତ

ଖୋର୍ଦ୍ଧା: ତୀର୍ଥଯାତୀଙ୍କ ବସକୁ ପଛପଟୁ ଧକ୍କା ଦେଇଛି ହାଇୱା । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍ କୁ ପଛପଟୁ ହାଇୱା ଧକ୍କା

ଜାନୁୟାରୀରେ ୪୨୫୫.୫୯ କୋଟି ଜିଏସଟି ସଂଗ୍ରହ !

କଟକ: ୨୦୨୪ ମସିହା ଜାନୁୟାରୀ ମାସରେ ଓଡ଼ିଶା ମୋଟ ଜିଏସଟି (କେନ୍ଦ୍ରୀୟ ଜିଏସଟି + ସମନ୍ବିତ ଜିଏସଟି + ରାଜ୍ୟ ଜିଏସଟି + ଅତିରିକ୍ତ ଟିକସ) କ୍ଷେତ୍ରରେ ଏ ଯାବତ ଦ୍ବିତୀୟ

ମାଲେସିଆର ନୂତନ ସୁଲତାନ ହେଲେ ଇବ୍ରାହିମ୍ ଇସ୍କନ୍ଦର

ମାଲେସିଆର ଜୋହର ରାଜ୍ୟର ଇବ୍ରାହିମ ଇସ୍କନ୍ଦର ଦେଶର ନୂତନ ସୁଲତାନ ହୋଇଛନ୍ତି । ସେ ବୁଧବାର ଦେଶର 17 ତମ ସୁଲତାନ ଭାବରେ ଶପଥ ଗ୍ରହଣ କରିଛନ୍ତି । ସେ ଆସନ୍ତା ପାଞ୍ଚ ବର୍ଷ

ବଜେଟ ୨୦୨୪ର ଗୁରୁତ୍ୱପୂର୍ଣ୍ଣ ଘୋଷଣା , ଜାଣନ୍ତୁ ଡିଟେଲ୍ସ !

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ସଂସଦରେ ଅନ୍ତରୀଣ ବଜେଟ ଆଗତ କରିଛନ୍ତି । ଏହା ମୋଦୀ ସରକାରଙ୍କ ଦ୍ୱିତୀୟ ଅନ୍ତରୀଣ ବଜେଟ୍ ।

Budget 2024: ୩କୋଟି ମହିଳା ପାଇବେ ‘ଲକ୍ଷପତି ଦିଦି’ ମାନ୍ୟତା

ନୂଆଦିଲ୍ଲୀ,୧।୨:ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହିଳାଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି। ବର୍ତ୍ତମାନ ଦେଶରେ ୩ କୋଟି ମହିଳା ସରକାରଙ୍କ ‘ଲକ୍ଷପତି ଦିଦି ଯୋଜନା’ର ଲାଭ ପାଇବେ।

ଏହି ସ୍ଥାନରେ ହେବ ରକୁଲ୍ ଏବଂ ଜ୍ୟାକି ଭଗ୍ନାନୀ ବିବାହ

ବଲିଉଡ ଅଭିନେତ୍ରୀ ରକୁଲପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ବିବାହ ଖବର ବର୍ତ୍ତମାନ ଲାଇମଲାଇଟରେ ରହିଛି । ରିପୋର୍ଟ ଅନୁଯାୟୀ, 22 ଫେବୃଆରୀ 2024ରେ ଏହି ଷ୍ଟାର କପଲ୍ ବିହାହ

ଇବ୍ରାହିମ ଇସ୍କନ୍ଦର ହେଲେ ମାଲେସିଆର ନୂଆ ରାଜା

କୁଆଲଲମ୍ପୁର: ମାଲସିଆର ଜୋହାର ରାଜ୍ୟର ସୁଲତାନ ଇବ୍ରାହିମ ଇସ୍କନ୍ଦର ଦେଶର ନୂଆ ରାଜା ହୋଇଛନ୍ତି । ବୁଧବାର ଶପଥ ଗ୍ରହଣ ସମାରୋହ ମହା ଧୂମଧାମରେ ଆୟୋଜିତ ହୋଇଯାଇଛି । ସେ ୫ବର୍ଷ

ଭକ୍ତଙ୍କ ଲାଗି ୩ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି । ଆଜି ପବିତ୍ର ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଏନେଇ