ରାଜ୍ୟ ବାତ୍ୟା ନେଇ ଏସଆରସିଙ୍କ ୭ ଜିଲ୍ଲାପାଳଙ୍କୁ ସତର୍କ ଚିଠି Nov 29, 2023 ଭୁବନେଶ୍ବର : ଦକ୍ଷିଣ ଆଣ୍ଡାମାନ ସାଗରରେ ଗତକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାକି ଆଜି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା!-->…
ରାଜ୍ୟ ବାଣୀବିହାର ଓଭରବ୍ରିଜ ଉପରେ ସ୍କୁଟି କୁ ପିଟିଲା ଟ୍ରକ; ସ୍କୁଟି ଆରୋହୀ… Nov 29, 2023 ଦୁର୍ଘଟଣା ପରେ ଓଭରବ୍ରିଜ ଉପରେ କିଛି ସମୟ ଧରି ଲୋକଙ୍କ ଭିଡ ଜମା ହୋଇଥିଲା । ଖବରପାଇ ସହିଦନଗର ଓ ମଞ୍ଚେଶ୍ବର ପୋଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ!-->…
ଦେଶ- ବିଦେଶ ବିକଶିତ ଭାରତ ସଂକଳ୍ପ ଯାତ୍ରା; ୭,୮୨,୦୦୦ ଲୋକଙ୍କୁ ସ୍ବାସ୍ଥ୍ୟ ସେବା Nov 29, 2023 ଜାତୀୟ ବିକାଶ ଦିଗରେ ରୂପାନ୍ତରଣକାରୀ ପରିବର୍ତ୍ତନର ପ୍ରତୀକ ୨୦ ଲକ୍ଷ ଲୋକଙ୍କ ଅଂଶଗ୍ରହଣ ବର୍ତ୍ତମାନ ସୁଦ୍ଧା ୭,୮୦୦ରୁ ଅଧିକ ଗ୍ରାମ ପଞ୍ଚାୟତ ପରିକ୍ରମା କରିସାରିଛି ଏହି!-->!-->!-->!-->!-->!-->…
ଦେଶ- ବିଦେଶ ୪୧ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ Nov 29, 2023 ଉତ୍ତରାଖଣ୍ଡ: ହାରିଲା ପାହାଡ, ଜିତିଲା ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଦୀର୍ଘ ୧୭ଦିନ ପରେ ଗତକାଲି ସୁରକ୍ଷିତ ଉଦ୍ଧାର କରାଯାଇଛି । ଟନେଲରୁ ସୁରକ୍ଷିତ!-->…
ରାଜ୍ୟ ଛାଡଖାଇ : ଆମିଷ ବଜାରରେ ଲାଗିଛି ନିଆଁ Nov 29, 2023 ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପରେ ଆଜି ପାଳନ ହେଉଛି ଅସଲ ଛାଡ଼ଖାଇ । ପୂର୍ଣ୍ଣିମା ପରଦିନ ମଙ୍ଗଳବାରରେ ପଡ଼ୁଥିବାରୁ ଆଜି ବୁଧବାରରେ ଲୋକମାନେ ଛାଡ଼ଖାଇ ପାଳନ!-->…
ରାଜ୍ୟ ବନ୍ଦ ରହିବ ଜଗା ଦର୍ଶନ Nov 29, 2023 ପୁରୀ : ଆଜି ମହାପ୍ରଭୂଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଆଜି ୪ ଘଣ୍ଟା ଲାଗି ସାଧାରଣ ଦର୍ଶନ ବନ୍ଦ ରହିବ ।!-->…
ମନୋରଞ୍ଜନ କେଜିଏଫ ଓ ବାହୁବଳିକୁ ଟକ୍କର ଦେବ ‘କାନ୍ତାରା-୨’ ! Nov 28, 2023 ମୁମ୍ବାଇ: ରିଲିଜ୍ ହେଲା ‘କାନ୍ତାରା-୨’ର ଟିଜର। ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏହି କନ୍ନଡ ଚଳଚ୍ଚିତ୍ର ‘କାନ୍ତାରା’ ସୁପରହିଟ୍ ହୋଇଥିଲା। ଏହାର ଅଭିନୟ ତଥା ନିର୍ଦ୍ଦେଶନା!-->…
ରାଜ୍ୟ ଦାନା ବାନ୍ଧୁଛି ବଡ଼ ଲଘୁଚାପ, ମାଡ଼ି ଆସୁଛି ବଡ଼ ବାତ୍ୟା! ହୁଅନ୍ତୁ… Nov 28, 2023 ଭୁବନେଶ୍ୱର: ମଙ୍ଗଳବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ମାଲାକ୍କା ଷ୍ଟ୍ରେଟରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ!-->…
ଦେଶ- ବିଦେଶ ସେପଟେ ଚାଲିଛି ଖନନ କାର୍ଯ୍ୟ; ଏପଟେ ଚାଲିଛି ପ୍ରାର୍ଥନା Nov 28, 2023 ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୁଶୁଡି ପଡିଥିବା ଟନେଲରୁ ୪୧ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି । ରବିବାର ଭର୍ଟିକାଲ (ଭୂଲମ୍ବ) ଡ୍ରିଲିଂ ଆରମ୍ଭ!-->…
ଦେଶ- ବିଦେଶ ସ୍କୁଲରେ ଏଣିକି ଶୁକ୍ରବାର ହେବ ସାପ୍ତାହିକ ଛୁଟି Nov 28, 2023 ପାଟନା: ବିହାର ଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଯାହା ଶୀତଦିନଆ ରାଜନୀତିକୁ ଉଷୁମ କରିଦେଇଛି । ଏହି ନିଷ୍ପତ୍ତିକୁ ନେଇ ସରକାର ଉପରେ ବର୍ଷିଛନ୍ତି!-->…