ସୁଭଦ୍ରା ଯୋଜନାକୁ ନେଇ ସ୍ପଷ୍ଟ ମତ ରଖିଲେ ଉପ ମୁଖ୍ୟମନ୍ତ୍ରୀ

“ମୁଁ ପୂର୍ବରୁ କହିଥିଲି 100 ଦିନ ମଧ୍ୟରେ ସୁଭଦ୍ରା ଯୋଜନା ଉପରେ ନିଷ୍ପତ୍ତି ନିଆଯିବ ବୋଲି । ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିବେ ସେ ଆସିବା ପରେ ଏହା ଶୁଭାରମ୍ଭ ହେବ ।

ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସରକାରଙ୍କ ତରଫରୁ ନୋଟିଫିକେସନ ବାହାରିନି । କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ।  ”

ସୁଭଦ୍ରା ଯୋଜନାକୁ ନେଇ ସ୍ପଷ୍ଟ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ପୂର୍ବରୁ ସୁଭଦ୍ରା ଯୋଜନା ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.