ଘରର ଛାତ ଉପରେ ପଡିଲା ବିମାନର ଏକ ମେଟାଲ ଅଂଶ

ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଘରର ଛାତ ଉପରେ ବିମାନର ଏକ ମେଟାଲ ଅଂଶ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଏକ ବିମାନର ବୋଲି ଜଣାପଡିଛି।

ଦକ୍ଷିଣ-ପଶ୍ଚିମ ଜିଲ୍ଲା ପୋଲିସ ଏହି ଘଟଣା ସମ୍ପର୍କରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ଆତଙ୍କ ଖେଳିଯାଇଥିଲା। ଯାହା ପରେ ଏନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଉଡାଣ ଭରିଥିବା ସମସ୍ତ ବିମାନକୁ ଅବଗତ କରାଇଥିଲେ। ଦୀର୍ଘ ସମୟ ପରେ ଉକ୍ତ ବିମାନର ପତ୍ତା ମିଳିଥିଲା।

Leave A Reply

Your email address will not be published.