ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ ସ୍ବଡେଶ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ବୁଧବାର କୁହାଯାଇଛି ଯେ ରସାୟନ ବିଜ୍ଞାନରେ ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ୍ ଏମ ଜମ୍ପରଙ୍କୁ ପ୍ରଦାନ କରାଯିବ। ‘କମ୍ପ୍ୟୁଟେସନ୍ ପ୍ରୋଟିନ୍ ଡିଜାଇନ୍’ ପାଇଁ ଡେଭିଡ ବେକରଙ୍କୁ ଏହି ପୁରସ୍କାର ମିଳୁଛି।

ଅପରପକ୍ଷରେ ‘ପ୍ରୋଟିନ୍ ଷ୍ଟ୍ରକଚର୍ ର ଭବିଷ୍ୟବାଣୀ” ପାଇଁ ଡେମିସ୍ ହାସାବିସ୍ ଏବଂ ଜନ୍ ଜମ୍ପରଙ୍କୁ ଚୟନ କରାଯାଇଛି।

Leave A Reply

Your email address will not be published.