ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକଙ୍କ ଡ୍ରାଇଭରଙ୍କୁ ଆକ୍ରମଣ

ଯାଜପୁର ଟାଉନ ଥାନା ସିଦ୍ଧେଶ୍ବର ଗାଁ ମନ୍ଦିର ନିକଟରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକଙ୍କ ଗାଡ଼ି ଭଙ୍ଗାରୁଜା ସହ ଡ୍ରାଇଭରଙ୍କୁ ଆକ୍ରମଣ । ୩ ଜଣ ଦୁର୍ବୃତ୍ତ ଆସି ହାତୁଡ଼ାରେ ଗାଡ଼ି ଭାଙ୍ଗିବା ସହ ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଧମକାଇଥିଲେ । 

ସଂଗ୍ରାମ କେଶରୀ ପାତ୍ର ଓ ବିଜେପି କର୍ମୀ ପଦଯାତ୍ରା କରୁଥିବା ବେଳେ ଘଟିଛି ଏଭଳି ଘଟଣା । ଏନେଇ ଟାଉନ ଥାନାରେ ଏତଲା ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

Leave A Reply

Your email address will not be published.