ରାଜଧାନୀରେ ୨ ନୂଆ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରେ କରୋନା ପଜିଟିଭ୍ ସଂଖ୍ୟା ୧୯୮ରେ ପହଞ୍ଚିଲା Top Storiesରାଜ୍ୟ Last updated Jun 23, 2020 Share FacebookTwitterGoogle+ReddItWhatsAppPinterestEmail ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆଜି ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ରାଜଧାନୀରେ କରୋନା ପଜିଟିଭ୍ ସଂଖ୍ୟା ୧୯୮ରେ ପହଞ୍ଚିଛି। ଏନେଇ ବିଏମସି ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। Share