ଅଶୋଧିତ ତେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବ୍ୟାରେଲ୍ ପିଛା ୯୮ ଡଲାରରେ ପହଂଚିଛି ଅଶୋଧିତ ତୈଳ ଦର

ୟୁକ୍ରେନ ସଙ୍କଟ ଯୋଗୁଁ ହୁ ହୁ ହୋଇ ବଢିଚାଲିଛି ଅଶୋଧିତ ତୈଳର ଦର । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଉତେଜନା ମଧ୍ୟରେ ଅଶୋଧିତ ତୈଳର ଦରରେ ନିଆଁ ଲାଗିଛି । ଦର ବ୍ୟାରେଲ ପିଚ୍ଛା ୯୮ ଡଲାରରେ ପଂହଚିଛି । ସଙ୍କଟ ବଢିଲେ ଅଶୋଧିତ ତୈଳ ଦର ବ୍ୟାରେଲ ପିଚ୍ଛା ୧୦୦ ଡଲାର ପହଂଚିବା ଆଶଙ୍କା କରାଯାଉଛି । ଗତ ଦୁଇମାସ ମଧ୍ୟରେ ଅଶୋଧିତ ତୈଳର ଦର ଦର ବଢୁଛି ।

Leave A Reply

Your email address will not be published.