ଆଜି ଛେଣ୍ଡିପଦା ଓ ଆଠମଲ୍ଲିକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଲ୍ଡ ବୟେଜ ଆସୋସିଏସନ ର ପ୍ଲାଟିନମ ଜୁବୁଲିରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ।

ଏହାପରେ ଅପରାହ୍ନରେ ଆଠମଲ୍ଲିକରେ ଦାରୁ ବିଗ୍ରହ ସ୍ଥାପନ ମହୋତ୍ସବରେ ମଧ୍ୟ କରିବେ ଯୋଗଦାନ। ଗତକାଲି ମଧ୍ୟ ଦେବଗଡ଼ ଏବଂ ଛେଣ୍ଡିପଦାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।