ବିବାହର ୨୫ ବର୍ଷ ପୂର୍ତ୍ତି, ପତ୍ନୀଙ୍କ ସହ ନାଚୁଥିବା ବେଳେ ଚାଲିଗଲା…

ବରେଲି: ଉତ୍ତର ପ୍ରଦେଶର ବରେଲିରୁ ଏକ ହୃଦୟବିଦାରକ ଖବର ଆସିଛି। ଏକ ଖୁସିର ଉତ୍ସବ ମାତ୍ର କିଛି ମୁହୂର୍ତ୍ତରେ ଶୋକରେ ବଦଳି ଯାଇଛି।ଏକ ଦମ୍ପତି ନିଜ ବିବାହର ୨୫ ବର୍ଷ ପୂର୍ତ୍ତି…

ନୀଟ୍‌ ବିରୋଧୀ ବିଲ୍‌କୁ ଖାରଜ କଲେ ରାଷ୍ଟ୍ରପତି;ଲଢେଇ ଜାରି ରହିବ କହିଲେ…

ନୂଆଦିଲ୍ଲୀ: ତାମିଲନାଡୁର ସରକାରଙ୍କୁ ଲାଗିଛି ବଡ଼ ଝଟ୍‌କା। ଡାକ୍ତରୀ ପାଠ୍ୟକ୍ରମ ପାଇଁ ହେଉଥିବା ଜାତୀୟ ପ୍ରବେଶିକା ଏବଂ ଯୋଗ୍ୟତା ପରୀକ୍ଷା(NEET ) ବିରୋଧରେ ରାଜ୍ୟ ସରକାର…

ମମତା ସରକାରଙ୍କୁ କଲିକତା ହାଇକୋର୍ଟରୁ ବଡ଼ ଝଟକା

କୋଲକାତା: ଶୁକ୍ରବାର କଲିକତା ହାଇକୋର୍ଟରୁ ମମତା ସରକାରଙ୍କୁ ଝଟକା ଲାଗିଛି । କୋର୍ଟ ଏପ୍ରିଲ ୬ରେ ହାୱଡାରେ ପ୍ରସ୍ତାବିତ ରାସ୍ତାରେ ରାମ ନବମୀ ରାଲି କରିବାକୁ ହିନ୍ଦୁ ସଂଗଠନ…

ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଫେଲ୍ ମାରିଲା ‘ସିକନ୍ଦର’, ଜାଣନ୍ତୁ…

ମୁମ୍ବାଇ: ସାରା ଦେଶରେ ଆଜି ଇଦ୍ । ଆଉ ଇଦ୍ ଉପଲକ୍ଷେ ଗତକାଲି ପ୍ରକ୍ଷାଳୟରେ ମୁକ୍ତିଲାଭ କରିଛି ଭାଇଜାନ ତଥା ଅଭିନେତା ସଲମାନ ଖାନଙ୍କ ‘ସିକନ୍ଦର’ । ପ୍ରଶଂସକମାନେ ଏହି ଫିଲ୍ମ…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଲୋକପ୍ରିୟ ନିର୍ଦ୍ଦେଶକ ସନୋଜ ମିଶ୍ର

ମୁମ୍ବାଇ: ମହାକୁମ୍ଭରେ କଜ୍ୱଳ ଲଗା ଆଖି ଓ ମନମୋହକ ହସ ଯୋଗୁ ଭାଇରାଲ ହୋଇଥିବା ରୁଦ୍ରାକ୍ଷ ମାଳି ବିକୁଥିବା ଯୁବତୀ ମୋନାଲିସାଙ୍କୁ ଫିଲ୍ମ ପାଇଁ ଅଫର୍ କରିଥିବା ନିର୍ଦ୍ଦେଶକ ସନୋଜ…

ଆରସିବିକୁ ଗରିବ କହିଲେ ଏହି ମହାନ ଖେଳାଳି

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଭଲ ପ୍ରଦର୍ଶନ ଜାରି ରଖିଛି । ତେବେ ଆରସିବିକୁ ବିଜୟକୁ ପ୍ରଶଂସା କରିବା ପରିବର୍ତ୍ତେ ପୂର୍ବତନ ମହାନ ବିସ୍ଫୋରକ…

ଭାରତ-ଇଂଲଣ୍ଡ ପଟୌଦ୍ଦି ଟେଷ୍ଟ ସିରିଜର ବଦଳିବ ନାମ

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନରୁ ଖେଳାଯିବ । ଏହି ସିରିଜକୁ ଭାରତର ମହାନ ଖେଳାଳି ପଟୌଦ୍ଦିଙ୍କ ନାମରେ ପଟୌଦ୍ଦି ଟ୍ରଫି ରଖାଯାଇଛି ।…

ତିନି ବର୍ଷରେ 3 ଲକ୍ଷ ଲୋକଙ୍କୁ କ୍ୟାନସର, ଋଷରୁ ଆସୁଛି ଟିକା !

ନୂଆଦିଲ୍ଲୀ: ଭାରତରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୨୦୨୨ ମସିହାରେ କ୍ୟାନସରର ଆନୁମାନିକ ମାମଲା ସଂଖ୍ୟା ୧୪,୬୧,୪୨୭ ଥିବା ବେଳେ, ୨୦୨୩ରେ ଏହା…

ମହାକାଶରୁ ଭାରତକୁ ଦେଖିଥିଲେ ସୁନୀତା, ମନ ଖୋଲି ସବୁ କହିଲେ

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ୧୯ ମାର୍ଚ୍ଚ ୨୦୨୫ରେ ସ୍ପେସଏକ୍ସ ଡ୍ରାଗନ ମହାକାଶଯାନ ଯୋଗେ ପୃଥିବୀକୁ ଫେରିଛନ୍ତି। ସେ ଏବଂ ତାଙ୍କ ସାଥୀ ବୁଚ…

୩୦ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ସ୍ତରକୁ ପଦୋନ୍ନତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିନ କେନ୍ଦ୍ର ଦ୍ୱାରା ୨୦୨୩ ଏବଂ ୨୦୨୪ରେ ଖାଲି ପଦବୀ ପୂରଣ ପାଇଁ ୩୦ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ (ଓଏଏସ୍) ଙ୍କୁ…