ରାହୁଲଙ୍କ ପାଇଁ ଛାଡିଥିଲେ ବ୍ୟାଙ୍କ ପଦବୀ

ନୂଆଦିଲ୍ଲୀ:କୋଟିପତି ବ୍ୟାଙ୍କର ଥିଲେ ମହୁଆ ମୋଇତ୍ର । ହଠାତ ଡେଇଁଲେ ରାଜନୀତିକୁ । କୋଟି କୋଟି ଟଙ୍କାର ବ୍ୟାଙ୍କର ପଦ ଛାଡି ରାଜୀନତିକୁ ଆସିଲେ ମହୁଆ । ହେଲେ କାହିଁକି ?

ବିଜେପି ଭାବନାରୁ ଦୁଇ କଦମ ଆଗରେ ବିଜେଡି: ଦେବୀ ମିଶ୍ର

ଭୁବନେଶ୍ୱର: ଲୋକଙ୍କ ସହ ରହିଲେ ନିର୍ବାଚନ ଜିତିହେବ। କ୍ଷମତାରେ ଯିଏବା ଥାଉନା କାହିଁକି। ତେଣୁ ଗାଁ ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଦିଲ୍ଲୀର କେନ୍ଦ୍ର ନେତୃତ୍ୱ

୪ଦିନ ହୋଇଗଲା ତଥାପି ସରୁନି; କଂଗ୍ରେସ ସାଂସଦଙ୍କ ଲିଙ୍କ୍ ଥିବା ସୂଚନା

୪ ଦିନ ହେଲାଣି ରାଜ୍ୟରେ ଚାଲିଛି ବଡ ଧରଣର ଆଇଟି ରେଡ୍ । ସମ୍ବଲପୁର, ରାଉରକେଲା, ବଲାଙ୍ଗିର, ସୁନ୍ଦରଗଡ଼, ପଶ୍ଚିମ ଓଡ଼ିଶାରେ ପ୍ରାୟ ଗୋଟିଏ କି ଦୁଇଟି ସ୍ଥାନରେ ଚଢାଇ କରାଯାଇଛି ।

ପୁଣି ମୋଦି ଶୁଣି ଚମକିଲେ ବାଇଡେନ, ପୁଟିନ!

ନୂଆଦିଲ୍ଲୀ: ମର୍ଣ୍ଣିଂ କନସଲଟ୍ ପକ୍ଷରୁ ପ୍ରକାଶ ପାଇଥିବା ସଦ୍ୟତମ ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାର ମାନ୍ୟତା

ଆଦିତ୍ୟ-L1 କୁ ନେଇ ଆସିଲା ବଡ ଖବର; ଜଣାନ୍ତୁ କଣ କହିଲେ ବୈଜ୍ଞାନିକ ?

ନୂଆଦିଲ୍ଲୀ: ଇସ୍ରୋର ସୂର୍ଯ୍ୟ ମିଶନକୁ ବଡ ସଫଳତା । ଆଦିତ୍ୟ-L1 ପଠାଇଲା ସୂର୍ଯ୍ୟର ପ୍ରଥମ ଫଟୋ । ସୂର୍ଯ୍ୟର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଇଛି ଆଦିତ୍ୟ ।

ମହିଳାଙ୍କ ପାଇଁ ସୁରକ୍ଷିତ ନୁହେଁ ବିଜେଡି ଶାସନ

ଭୁବନେଶ୍ୱର: ରାଜ୍ୟରେ ମହିଳାଙ୍କ ସୁରକ୍ଷା ନେଇ ବର୍ଷିଛନ୍ତି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ

ଓଡ଼ିଶାର ବିକାଶ ଆମର ଲକ୍ଷ ! ଜନତାଙ୍କ ଉପରେ ଆମର ଭରଷା ଅଛି ..

ପୂର୍ବରୁ ଓଡ଼ିଆ ନବଜାଗରଣ ତଥା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉଦ୍ଦେଶ୍ୟରେ ‘ଉତ୍କଳ ସମ୍ମିଳନୀ' ନେତୃତ୍ୱରେ ବହୁ ଓଡ଼ିଆପ୍ରାଣ ସଂଗଠନ ତଥା ବ୍ୟକ୍ତିତ୍ବ ଆପ୍ରାଣ ଉଦ୍ୟମରତ ଥିଲେ।

ସଦସ୍ୟ ପଦ ରଦ୍ଦ ପରେ ଏମିତି କହିଲେ ମହୁଆ

ନୂଆଦିଲ୍ଲୀ: ପ୍ରଶ୍ନ ପାଇଁ ଟଙ୍କା ବା କ୍ୟାଶ ଫର କୋରି । ଆଉ ଏଥିପାଇଁ ସଦସ୍ୟ ପଦ ରଦ୍ଦ । ଲୋକସଭାରେ ମହୁଆ ଝଡକୁ ନେଇ ରାଜନୀତି ସରଗରମ । ଗର୍ଜୁଛନ୍ତି ବିରୋଧୀ । ଟିଏମସି

ନୂଆ ବର୍ଷରୁ ନୂଆ ନିୟମ ଆରମ୍ଭ ; ନମାନିଲେ ଗଣିବେ ଭୟଙ୍କର ତଣ୍ଡ !

ଭୁବନେଶ୍ୱର: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ । ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ

ୟୁପିଆଇ ୟୁଜର୍ସଙ୍କ ପାଇଁ ବଡ଼ ଘୋଷଣା

ଆପଣ ୟୁପିଆଇ ବ୍ୟବହାର କରି ଆପଣ ନେଣଦେଣ କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆରବିଆଇ ଏକ ଖୁସି ଖବର ଆଣିଛି । ଏଣିକି ୟୁପିଆଇ ବ୍ୟବହାରକାରୀ ଏକା ଥରରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ