education ଗୁରୁବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ Jun 7, 2023 ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ କଳା ପ୍ରକାଶ ପାଇବ । କାଲି ଅପରାହ୍ଣ ୪ଟାରେ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା!-->…
ରାଜ୍ୟ ଇଞ୍ଜିନ୍ ନଥିବା ମାଲଗାଡ଼ି ନେଲା ୬ ଜୀବନ Jun 7, 2023 ଯାଜପୁର ରୋଡ ଷ୍ଟେସନରେ ମାଲବାହୀ ଟ୍ରେନରେ କଟି ୪ ମୃତ ସମସ୍ତ ମୃତକ ଶ୍ରମିକ ହୋଇଥିବା ସୂଚନା, ଆଉ ୪ ଗୁରୁତର; ବର୍ଷା ପବନ ହେଉଥିବା ଯୋଗୁଁ ସେମାନେ ଟ୍ରେନ ତଳେ ବସିଥିଲେ,!-->!-->!-->…
ଉଦ୍ୟମିତା ବିକ୍ରି ହେବ କୁକୁର ମାଂସ; ବିକ୍ରି ହେବ କୁକୁର ମାଂସ Jun 7, 2023 ନୂଆଦିଲ୍ଲୀ: ମଣିଷ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କ ମାଂସ ଖାଇବା କଥା ଆପଣ ଶୁଣିଥିବେ । ହେଲେ କୁକୁର ମାଂସ କଥା କହିଲେ ପ୍ରତିଟି ଲୋକ ଘୃଣା କରିବେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ!-->…
ଦେଶ- ବିଦେଶ ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି Jun 7, 2023 ନୂଆଦିଲ୍ଲୀ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ଶୋକ ପାଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରିନାମ ଓ ସରବିଆ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁରିନାମରେ!-->…
ବାଣିଜ୍ୟ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା Jun 7, 2023 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (ସିସିଇଏ) ବୈଠକରେ ୨୦୨୩-୨୪ ଖରଫ ବିପଣନ ଋତୁ!-->…
ଖେଳ ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଲେ ବଜରଙ୍ଗ ପୁନିଆ, ରାକେଶ ଟିକାଏତ୍ Jun 7, 2023 ରେସଲର ବଜରଙ୍ଗ ପୁନିଆ କୃଷକ ନେତା ରାକେଶ ଟିକାଏତ୍ଙ୍କ ସହ ବୁଧବାର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଘରେ ପହଞ୍ଚିଛନ୍ତି। ବଜରଙ୍ଗ ପୁନିଆ ଏବଂ ରାକେଶ ଟିକାଇଟଙ୍କ କିଛି ସମୟ!-->…
ରାଜ୍ୟ ଭୀଷଣ ବାତ୍ୟାର ରୂପ ନେବ ‘ବିପର୍ଯ୍ୟୟ’ Jun 7, 2023 ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଭୀଷଣ ରୂପ ନେଲା ବାତ୍ୟା 'ବିପର୍ଯ୍ୟୟ' । ଗୋଆଠୁ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ୮୯୦ କିମି ଦୂରରେ ରହିଛି ଏହି ବାତ୍ୟା । ଏବେ ଏହା ଉତ୍ତର ଆଡ଼କୁ!-->…
ଉଦ୍ୟମିତା ବିଜୁଳି ରାଜନୀତି: ଗୋଟିଏ ପଟେ ଦେଲେ ଆରପଟେ ନେଲେ! Jun 6, 2023 ଭୁବନେଶ୍ୱର: କର୍ଣ୍ଣାଟକରେ ବିଜୁଳି ରାଜନୀତି ଏବେ ତୀଵ୍ର ହୋଇଛି। ନିର୍ବାଚନ ସମୟରେ ମାଗଣା ବିଜୁଳି ପ୍ରସଙ୍ଗକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ କର୍ଣ୍ଣାଟକରେ କଂଗ୍ରେସକୁ!-->…
ରାଜନୀତି ଟ୍ରେନ ଦୁର୍ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ’ Jun 6, 2023 ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦେଶର ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଗୋଟିଏ ପଟେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିରୋଧୀ!-->…
ରାଜ୍ୟ ଟ୍ରେନ୍ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୮୮: ପ୍ରଦୀପ ଜେନା Jun 6, 2023 ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୮୮ ହୋଇଥିବା ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମସ୍ତ ପ୍ରକାର ଯାଞ୍ଚ ପରେ ଚୂଡାନ୍ତ ମୃତ୍ୟୁ ସଂଖ୍ୟା!-->…