ମନୋରଞ୍ଜନ ବିବାହ ନକରି ଗର୍ଭବତୀ ହୋଇଛନ୍ତି ଇଲିଆନା: ସେୟାର୍ କଲେ ବେବି-ବମ୍ପ୍ର… May 26, 2023 ୨୦୧୨ ମସିହାରେ ଅନୁରାଗ କାଶ୍ୟପଙ୍କ ଚଳଚ୍ଚିତ୍ର ‘ବର୍ଫି’ରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସି ବେଶ୍ ଲୋକପ୍ରିୟତା ପାଲଟିଥିଲେ ଇଲିଆନା ଡି’କ୍ରୁଜ। ସେ ଏବେ!-->…
ଦେଶ- ବିଦେଶ ନିଜ ଦଳରେ ଏକୁଟିଆ ହୋଇଗଲେ ଇମ୍ରାନ, ସେନା ଭୟରେ ହାତ ଛାଡ଼ିଦେଲେ ଘନିଷ୍ଠ… May 26, 2023 ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ବିପଦ ବଢିଚାଲିଛି । ସେନା ବିରୋଧରେ ସେ ଲଢୁଥିବା ଲଢେଇରେ ଧୀରେ ଧୀରେ ତାଙ୍କ ସହଯୋଗୀମାନେ ତାଙ୍କୁ ତ୍ୟାଗ!-->…
ରାଜନୀତି କଂଗ୍ରେସର ୯ ପ୍ରଶ୍ନର ଉତ୍ତର ରଖିଲା ଭାଜପା May 26, 2023 କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରର ୯ ବର୍ଷ ପୂରଣ ହେବା ପରେ କଂଗ୍ରେସ ୯ଟି ପ୍ରଶ୍ନ କରିଛି। ଏହି ପ୍ରଶ୍ନର ଉତ୍ତର!-->…
ରାଜ୍ୟ ୨୦୨୩ ଶେଷ ସୁଦ୍ଧା ଭୁବନେଶ୍ୱରରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ କାମ: ଗୃହ… May 26, 2023 ରାଜଧାନୀ ଭୁବନେଶ୍ୱରର ମାଟିରେ ଦୌଡିବ ମେଟ୍ରୋ ଟ୍ରେନ୍ । ଚଳିତବର୍ଷ(୨୦୨୩) ଶେଷ ସୁଦ୍ଧା ଭୁବନେଶ୍ୱରରେ ଏହି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଏବଂ ନଗର!-->…
ବାଣିଜ୍ୟ ୯ ବର୍ଷରେ ମୋଦୀ ସରକାରଙ୍କ ଯାତ୍ରା: ନୋଟବନ୍ଦ, ୩୭୦ ସହ ନେଇଛନ୍ତି ଏହି… May 26, 2023 ଆଜି ନିଜ କାର୍ଯ୍ୟକାଳର ୯ବର୍ଷ ପୂରଣ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୧୪ ମେ’ ୨୬ ତାରିଖରେ ସେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି କାର୍ଯ୍ୟକାଳ ଆରମ୍ଭ!-->…
ବାଣିଜ୍ୟ ସୁନା ୩୦୦ ଟଙ୍କାରୁ ଅଧିକ ହ୍ରାସ ପାଇ ୬୦୦୫୨ ଓ ରୂପା ୧୦୦ ଟଙ୍କା ହ୍ରାସ… May 26, 2023 ସୁନା ଓ ରୂପା ଦର ଚଳିତ ସପ୍ତାହରେ ଲଗାତର ଉପର ତଳ ହେବାରେ ଲାଗିଛି । ତେବେ ଏବେ ଦର ହ୍ରାସ ପ୍ରକିୟା ଜାରି ରହିଛି । ରୂପା ମୂଲ୍ୟ ଗତ ୨୦ ଦିନରେ ୭୦୦୦ଟଙ୍କା ଓ ସୁନା ୧୭୦୦୦ଟଙ୍କା!-->…
ରାଜନୀତି ଅତି କମରେ ସେମାନଙ୍କୁ ତ ନିମନ୍ତ୍ରଣ କରାଯାଉ: ସଞ୍ଜୟ May 26, 2023 ନୂଆ ସଂସଦ ଭବନର ଉଦଘାଟନକୁ ନେଇ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଶିବସେନା (ୟୁବିଟି) ନେତା ତଥା ରାଜ୍ୟ ସଭା ଏମପି ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କ!-->…
ଅପରାଧ ଝାରସୁଗୁଡ଼ା ଅଭିମୁଖେ କ୍ରାଇମବ୍ରାଞ୍ଚ ଟିମ୍: ଆଜି ଦାଖଲ କରିପାରେ ନବ ଦାସ… May 26, 2023 ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଚାର୍ଜସିଟ୍ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ। ଏଥିଲାଗି କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ବରରୁ ଝାରସୁଗୁଡ଼ା ଅଭିମୁଖେ!-->…
ବାଣିଜ୍ୟ ନୂଆ ସଂସଦ ଭବନ ଉଦ୍ଘାଟନ ଅବସରରେ କେନ୍ଦ୍ର ସରକାର ଜାରି କରିବେ ୭୫… May 26, 2023 ନୂଆ ସଂସଦ ଭବନ ଉଦ୍ଘାଟନ ଅବସରରେ କେନ୍ଦ୍ର ସରକାର ୭୫ ଟଙ୍କିଆ ସ୍ମାରକୀ ଧାତବ ମୁଦ୍ରା (କଏନ୍) ଜାରି କରିବେ ବୋଲି ଗୁରୁବାର ଦିନ ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି। ମେ ୨୫!-->!-->!-->…
ମନୋରଞ୍ଜନ ଓଲିଉଡର ଜଣାଶୁଣା ନାୟିକା ଝିଲିକଙ୍କ ଯାତ୍ରା: ‘ଟାର୍ଗେଟ୍’ରୁ ‘ବାଜିବଲୋ… May 26, 2023 ଓଡ଼ିଆ ସିନେଜଗତର ଜଣାଶୁଣା ନାୟିକା ଝିଲିକ୍ ଏବେ ଜଣେ ପ୍ରଯୋଜିକା ବି। ସେ ଓଲିଉଡରେ ଏକ ଦଶକ ପୂରଣ କରିଛନ୍ତି। ସେ କେବଳ ଓଡ଼ିଆ ବା ବଙ୍ଗଳା ଛବିରେ ଅଭିନୟ କରିନାହାନ୍ତି,!-->…