୬ ମାସ ଭିତରେ କାର୍ଯ୍ୟକାରୀ ହେବ ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତି
ଭୁବନେଶ୍ୱର: ଭୁବନେଶ୍ବର ସହରାଞ୍ଚଳରେ ଗ୍ୟାସ୍ ବିତରଣ ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ସିଟି ଗ୍ୟାସ୍ ବିତରଣ ନୀତିକୁ କ୍ୟାବିନେଟ୍…
ଅସହ୍ୟ ତାତିରୁ ବଞ୍ଚାଇବ ରୋଷେଇ ଘରେ ଥିବା ପିଆଜ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଏବେ ଭୀଷଣ ଗରମ ସାଙ୍ଗକୁ ଝାଞ୍ଜି ଖରା ଅନୁଭୂତ ହେଉଛି। ତତଲା କଡେଇରେ ଭାଜି ହେଉଛି ଦେଶର ବିଭିନ୍ନ ଅଞ୍ଚଳ। ଦିନ ତାପମାତ୍ରା ୪୪ ଡିଗ୍ରୀ…
ଜାତୀୟ ସିନିୟର ରଗବୀ ସେଭେନ: ଓଡିଶା ମହିଳା ଦଳ ଚାମ୍ପିୟନ
ରାଜଗିର: ଏଠାରେ ଅନୁଷ୍ଠିତ ଜାତୀୟ ସିନିୟର ମହିଳା ରଗବୀ ଚାମ୍ପିୟନଶିପରେ ଓଡିଶା ଚାମ୍ପିୟନ ହୋଇଛି । ୬ ବର୍ଷ ମଧ୍ୟରେ ଓଡିଶା ତୃତୀୟ ଥର ପାଇଁ ଟାଇଟଲ ହାସଲ କରିଛି । ଫାଇନାଲରେ…
ହେରାଫେରୀ ୩ ନେଇ ବଡ ଖୁଲାସା କଲେ ଅକ୍ଷୟ
ମୁମ୍ବାଇ: ଅକ୍ଷୟ କୁମାର ଏକ ସାକ୍ଷାତକାରରେ ହେରାଫେରୀ ୩ ଫିଲ୍ମକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତିି ଯେ, ବର୍ତମାନ ହେରାଫେରୀ ୩ ଆରମ୍ଭ ହେଉନି ।…
ଏହି ସବୁ ଜିଲ୍ଲାରେ ଆଜିଠୁ ୫ ଦିନ ଯାଏ ସ୍କୁଲ, କଲେଜ ଛୁଟି
ଭୁବନେଶ୍ବର: ତାତିରେ ଜଳୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଉପକୂଳରେ ଭୀଷଣ ଗୁଳୁଗୁଳି ହେଉଛି। ଆକାଶରୁ ନିଆଁ ବର୍ଷୁଛି। କଲବଲ ହେଉଛନ୍ତି ସାଧାରଣ ଲୋକେ। ଅସହ୍ଯ ତାତି ଯୋଗୁଁ ୪…
ତତଲା କଢ଼େଇରେ ଭାଜି ହେଉଛି ଓଡ଼ିଶା, ଦିନ ତାପମାତ୍ରା ୪୩ ଡିଗ୍ରୀ ପାର୍
ଭୁବନେଶ୍ୱର: ତାତିରେ ଜଳୁଛି ସାରା ରାଜ୍ୟ। ବିଶେଷ କରି ପଶ୍ଚିମ ଉପକୂଳରେ ଭୀଷଣ ଗୁଳୁଗୁଳି ହେଉଛି। ଆକାଶରୁ ନିଆଁ ବର୍ଷୁଛି। କଲବଲ ହେଉଛନ୍ତି ସାଧାରଣ ଲୋକେ। ପାରଦ ୪୩ ଡିଗ୍ରୀ ମୁହାଁ…
ମୁମ୍ବାଇ ମଞ୍ଚରେ, ଓଡ଼ିଆ ସିନେମାର ଗର୍ଜନ…ଭାବ ବିହ୍ୱଳ ହୋଇପଡ଼ିଲେ…
ମୁମ୍ବାଇ/ଭୁବନେଶ୍ୱର: ଆଗରେ ବସିଥିଲେ ବଲିଉଡ୍ ଟଲିଉଡର ଦିଗଗଜ୍
ଏକାସାଙ୍ଗରେ ୪ ଆୱାର୍ଡ଼ ହାତେଇଲା ଓଡ଼ିଆ ସିନେମା
ମାୟାନଗରୀରେ ଓଡ଼ିଆ ସିନେମାର ବଡ଼ ବିଜୟ
ସମସ୍ତଙ୍କ…
କର୍ପୋରେଟ୍ ଗ୍ରୁମିଂ କ’ଣ? ଏଥିରେ କିପରି କରାଯାଏ ଲୋକଙ୍କର ବ୍ରେନ୍ୱାଶ
ନୂଆଦିଲ୍ଲୀ: ଯେକୌଣସି କର୍ମକ୍ଷେତ୍ରରେ ସିନିୟର ଯଦି ଗାଇଡ କରନ୍ତି ତେବେ କାମ ଟିକେ ସହଜ ଲାଗେ। ସେ ସରକାରୀ ହେଉ କିମ୍ବା କର୍ପୋରେଟ ଅଫିସ୍, କାମରେ ଜଣେ ସହାୟକ ବସ୍ ରହିବା ଏକ…
ଆଜି ରାତିରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଆଜି ରାତିରେ ଅନ୍ ରଖିବେ ଟିଭି। ଦେଶବାସୀଙ୍କୁ ବଡ଼ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ବିଫଳ ହେବା ପରେ…
କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଖୁସି ଖବର ଦେଲେ ମୋଦି
ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଖୁସି ଖବର ଦେଇଛନ୍ତି ମୋଦି ସରକାର । ମହଙ୍ଗା ଭତ୍ତା (DA) ରେ ଦୁଇ ପ୍ରତିଶତ ବୃଦ୍ଧିକୁ ଅନୁମୋଦନ…