ଖରାରୁ ମିଳିବ ଆଶ୍ୱସ୍ତି; ୩ ଘଣ୍ଟା ପାଇଁ ଏସବୁ ଜିଲ୍ଲାରେ ବର୍ଷିଵ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ଓଡ଼ିଶାର ଚାରିଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି। ଆଗାମୀ ୩ ଘଣ୍ଟା ମଧ୍ୟରେ…

ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା

ପୁରୀ: ଦୀର୍ଘ ସମୟ ଅପେକ୍ଷା ଏବଂ ଭିଡ଼କୁ ପରିଚାଳନା କରିବା ପାଇଁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା ପ୍ରଚଳନ କରିବାକୁ ଓଡ଼ିଶା ସରକାର ଯୋଜନା…

ଭୟଙ୍କର ବିସ୍ଫୋରଣରେ ୪ ମୃତ, ୧୮ ଆହତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାରେ ବୁଧବାର ଦିନ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୧୮ ଜଣ ଆହତ ହୋଇଛନ୍ତି। ପୋଲିସର…

“ମନୋନୀତ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ,” ସମ୍ରାଟ ଚୌଧୁରୀଙ୍କୁ ତାତ୍ସଲ୍ୟ…

ପାଟନା: ବିହାର ବିଧାନସଭାରେ ବିରୋଧୀ ଦଳ ନେତା ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ନୂତନ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାଙ୍କ ଶପଥ ଗ୍ରହଣ ପରେ ଅଭିନନ୍ଦନ…

୩୦୦ ମୃତ୍ୟୁ ପରେ ଏବେ ହେବ ଆଲୋଚନା! ହିଜବୁଲ୍ଲାକୁ ନିମନ୍ତ୍ରଣ ଦେଲା…

ନୂଆଦିଲ୍ଲୀ: ଇରାନ ଆମେରିକା ଯୁଦ୍ଧବିରତି ପରେ ଇସ୍ରାଏଲ ଏବେବି ହିଜବୁଲ୍ଲା ଉପରେ ଆକ୍ରମଣ ଜାରି ରଖିଛି। ଲେବାନନ୍ ଉପରେ ଆକ୍ରମଣ ପରେ ଏବେ ଇସ୍ରାଏଲ ଲେବାନନ୍ ଅଧିକାରୀଙ୍କ ସହିତ…

ଶନିବାର ଫିଟିବ ସମାଧାନର ବାଟ, ଆମ୍ନାସାମ୍ନା ହେବେ ଆମେରିକା-ଇରାନ!

ନୂଆଦିଲ୍ଲୀ: ଶନିବାର ସିଧାସଳଖ କଥା ହେବେ ଆମେରିକା-ଇରାନ ଇସଲାମାବାଦରେ ଆମେରିକା ଏବଂ ଇରାନ ମୁହାଁମୁହିଁ! ଆଲୋଚନାରେ ଛିଡିବ ମଧ୍ୟପ୍ରାଚ୍ୟ ଭାଗ୍ୟ ୮ ଏପ୍ରିଲରେ, ଆମେରିକା…

ଆଜି ରାଜ୍ୟସଭା ସାଂସଦ ହେବେ ନୀତିଶ କୁମାର! ଏବେ କିଏ ଧରିବ ବିହାର ମଙ୍ଗ?

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର, ଏପ୍ରିଲ ୧୦ରେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେବେ। ରାଜ୍ୟସଭାରେ ତାଙ୍କର ପ୍ରବେଶ ବିହାରରେ ନୂତନ ସରକାର ଗଠନ ପାଇଁ ପଥ…

ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର ବେଳେ ଏହି ସବୁ ବଡ ପ୍ରତିଶୃତି ଦେଲେ…

କୋଲକତା: ପଶ୍ଚିମବଙ୍ଗ ଗସ୍ତ କରି ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ସେ ପଶ୍ଚିମବଙ୍ଗବାସୀଙ୍କୁ ଅନେକ ବଡ ବଡ ପ୍ରତିଶୃତି…

କଲବଲ କରିବ ତାତି, ଉପର ମୁହାଁ ପାରଦ…୨୪ ଘଣ୍ଟା ପାଇଁ କାଳବୈଶାଖୀ ଆଲର୍ଟ

ଭୁବନେଶ୍ଵର: ତାତିରୁ ମିଳିବନି ତ୍ରାହି। ମୁଣ୍ଡଫଟା ଗରମ ଅନୁଭୂତ ହେବ। ସେପଟେ ଦୁର୍ବଳ ହେବ କାଳବୈଶାଖୀ ପ୍ରଭାବ। ଆଗାମୀ ୨୪ ଘଣ୍ଟା ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବା ବେଳେ…

ଶୁଭାରମ୍ଭ ହେଲା WhatsApp ଚାଟ୍‌ବଟ୍ ‘ସହଜ’, ଏବେ ଘରେ ବସି ଅଭିଯୋଗ…

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଜନସେବା କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ିଛି । ସାଧାରଣ ଜନତାଙ୍କ ସମସ୍ୟାର ସରଳ ଓ ଶୀଘ୍ର ସମାଧାନ ପାଇଁ ଝାରସୁଗୁଡ଼ା…