ବିଧାନ ପରିଷଦରୁ ଇସ୍ତଫା ଦେଲେ ନୀତିଶ କୁମାର
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ମଧ୍ୟ ତାଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି।…
ବିଶ୍ୱରେ ତେଲ ପାଇଁ ସଂଘର୍ଷ ୧୯୭୩ ସଙ୍କଟର ହେବ କି ପୁନରାବୃତ୍ତି ?
ନୂଆଦିଲ୍ଲୀ: ବିଶ୍ୱ ଏବେ ଏକ ବଡ଼ ଧରଣର ଶକ୍ତି ସଙ୍କଟ ଆଡ଼କୁ ଗତି କରୁଛି। ଗୋଟିଏ ପଟେ ଆମେରିକାର ‘ଅପରେସନ୍ ଏପିକ୍ ଫ୍ୟୁରି’ ଏବଂ ଅନ୍ୟପଟେ ଇରାନର ହୋର୍ମୁଜ୍ ଷ୍ଟ୍ରେଟ୍ ଉପରେ…
ଜନଗଣନା ତଥ୍ୟ RTI ପରିସରଭୁକ୍ତ ନୁହେଁ
ଭୁବନେଶ୍ୱର: ଭାରତରେ ଆଗାମୀ ଜନଗଣନା ୨୦୨୭ (Census 2027) ର ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ହାଉସ୍-ଲିଷ୍ଟିଂ (Houselisting) ପ୍ରକ୍ରିୟା ଏପ୍ରିଲ୍ ୧, ୨୦୨୬ ରୁ ଆରମ୍ଭ ହେବାକୁ…
ଚିଟଫଣ୍ଡ୍ ଟଙ୍କା ଫେରି ପାଇଲେଣି ୪ ଲକ୍ଷ ୨୭ ହଜାର ୪୮୭ କ୍ଷତିଗ୍ରସ୍ତ….
ଭୁବନେଶ୍ୱର: ୪ ଲକ୍ଷରୁ ଅଧିକ ଲୋକ ଚିଟଫଣ୍ଡ ଟଙ୍କା ଫେରିପାଇଲେଣି ବୋଲି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଯେ, ୪ ଲକ୍ଷ ୨୭ ହଜାର…
ଓଡ଼ିଆ ପକ୍ଷ-୨୦୨୬: ଏପ୍ରିଲ ୧ରୁ ୧୪ ଦିନ ଧରି ପାଳନ ହେବ
ଭୁବନେଶ୍ୱର: ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରାକୁ ନିଜର ଦୈନନ୍ଦିନ ଜୀବନର ଅଂଶବିଶେଷ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ୱାନ କ୍ରମେ ଗତ ବର୍ଷ…
ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା
ଭୁବନେଶ୍ୱର: ଭୋଟର ଜାଲିଆତିରେ ବଡ଼ ଖୁଲାସା। ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭ ଲକ୍ଷରୁ ଅଧିକ ମତଦାତା। ଏହାର ଖୁଲାସା କଲେ ନିର୍ବାଚନ ଅଧିକାରୀ । ରାଜ୍ୟରେ ଭୋଟର ତାଲିକା…
ସତ ହେଲା କିଙ୍ଗ୍ ଖାନଙ୍କ ଭବିଷ୍ୟବାଣୀ !
ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ୧୬ ବର୍ଷ ତଳର ଭିଡିଓ । ଚାରିଆଡ଼େ କେବଳ ଗୋଟିଏ ନାଁକୁ ନେଇ ଚର୍ଚ୍ଚା, ‘ରଣବୀର ସିଂ’। ନିଜର ବ୍ୟାକ୍-ଟୁ-ବ୍ୟାକ୍ ହିଟ୍ ଫିଲ୍ମ…
ରାଜସ୍ଥାନ ବିକ୍ରୀ ହେଲା ୱାର୍ଣ୍ଣେଙ୍କ ପରିବାର ପାଇବେ ୪୫୦ କୋଟି ଟଙ୍କା !
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସକୁ ଆମେରିକାର ଏକ କମ୍ପାନୀ ୧୫୨୯୦ କୋଟି ଟଙ୍କାରେ କ୍ରୟ କରିଛି । ୨୦୦୮ରେ ମାତ୍ର ୬୭ ମିଲିୟନ ଡଲାରରେ ଏହାକୁ କିଣା ଯାଇଥିଲା । ଆଇପିଏଲ ଏବେ ବିଶ୍ୱର…
ରସେଲଙ୍କ ୧୨ ନମ୍ବର ଜର୍ସିକୁ ଦିଆଗଲା ଅବସର
କୋଲକାତା: କୋଲକାତା ନାଇଟ ରାଇଡର୍ସ ତାର ପୂର୍ବତନ ଷ୍ଟାର ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ସମ୍ମାନ ପାଇଁ ସେ ବ୍ୟବହାର କରୁଥିବା ଜର୍ସି ନମ୍ବର ୧୨କୁ ଅବସର ଦିଆଯାଇଛି । ରସେଲ…
ଓଡ଼ିଶାରେ ପିଏନଜି ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ସହରୀ ଗ୍ୟାସ୍…
ଭୁବନେଶ୍ୱର: ଓଡ଼ିଶାର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ଭିତ୍ତିଭୂମିର ସମ୍ପ୍ରସାରଣକୁ ଶୀଘ୍ର ଶେଷ କରିବା ପାଇଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…