ଦୁର୍ନୀତି ମାମଲାରେ ଦୋଷୀ ସ୍ୟବସ୍ତ ହେଲେ ମିଳିବନି ପେନ୍‌ସନ୍‌: ହାଇକୋର୍ଟ

କଟକ: ଦୁର୍ନୀତିଖୋରଙ୍କୁ ନିସ୍ତାର ନାହିଁ। ଆସିଲା ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଏଣିକି ଦୁର୍ନୀତି ମାମଲାରେ ଭିଜିଲାନ୍ସ ଅଦାଲତଙ୍କ ଦ୍ବାରା ଦୋଷୀ ସାବ୍ୟସ୍ତ ହେଲେ…

୨୫୮ଟି ଗାଡ଼ି ବ୍ଲାକ ଲିଷ୍ଟ, ରେଜିଷ୍ଟ୍ରେସନ୍ ରଦ୍ଦ ପାଇଁ ଚିଠି

ଭୁବନେଶ୍ୱର: ଅଭ୍ୟାସଗତ ଟ୍ରାଫିକ୍ ଉଲ୍ଲଂଘନରେ ଜଡିତ ଥିବା ୨୫୮ଟି ଯାନର ପଞ୍ଜିକରଣ ପ୍ରମାଣପତ୍ର (ଆରସି) ଏବଂ ଫିଟନେସ୍ ପ୍ରମାଣପତ୍ର ବାତିଲ କରିବାକୁ ଭୁବନେଶ୍ୱର-କଟକ କମିଶନରେଟ୍…

ଅଜୟ ଦେବଗାନ, ରକୂଲଙ୍କ ଦେଦେ ପ୍ୟାର ଦେ ୨ ଏହି ତାରିଖରେ ରିଲିଜ ହେବ

ମୁମ୍ବାଇ: ଅଜୟ ଦେବଗାନ ଓ ରକୂଲ ପ୍ରୀତି ସିଂ ଅଭିନୀତ ଦେଦେ ପ୍ୟାର ଦେ ୨ର ରିଲିଜ ତାରିଖ ସମ୍ମୁଖକୁ ଆସିଛି । ରୋମାନ୍ସ, କମେଡୀ ଓ ଫ୍ୟାମିଲା ଡ୍ରାମରେ ଭରପୂର ଏହି ଫିଲ୍ମ ୧୪…

ସୁଲତାନ ଜୋହର କପ ହକି: ଭାରତ-ପାକିସ୍ତାନ ମ୍ୟାଚ ଡ୍ର

ଜୋହୋର ବାହରୁ: ୨୧ ବର୍ଷରୁ କମ ସୁଲତାନ ଜୋହର କପ ହକିରେ ମଙ୍ଗଳବାର ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହୋଇଥିଲେ । ଏହି ରୋମାଂଚକ ମୁକାବିଲା ୩-୩ ଡ୍ରରେ ସମାପ୍ତ ହୋଇଛି । ପ୍ରଥମରୁ…

ଗିଲ କହିଲେ ଟିମ ଇଣ୍ଡିଆକୁ ଆବଶ୍ୟ ରୋହିତ, କୋହଲିଙ୍କ ମ୍ୟାଜିକ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅଭିଜ୍ଞତା ଆମକୁ ଆବଶ୍ୟକ ରହିଛି ।…

WhatsAppରେ ବି ହୋଇପାରିବ ସ୍କ୍ରିନ୍ ସେୟାରିଂ, ଜାଣନ୍ତୁ କେମିତି କରିବେ…

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଆପଣଙ୍କ ପରିଚିତ ବ୍ୟକ୍ତିଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ପଡ଼େ, ତେବେ ଏନିଡେସ୍କ କିମ୍ବା ଗୁଗୁଲ ମିଟ୍ ଭଳି ଆପ୍‌ସର ଆବଶ୍ୟକତା ନାହିଁ। ଆପଣ…

କତାର ଏୟାରୱେଜ୍ ବିମାନରେ ଯାନ୍ତ୍ରିକ ତ୍ରୁଟି

ଅହମ୍ମଦାବାଦ: ଦୋହାରୁ ହଂକଂ ଯାଉଥିବା କତାର ଏୟାରୱେଜ୍ ବିମାନ QR୮୧୬ରେ ଉଡ଼ାଣ ସମୟରେ ହଠାତ୍  ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ…

ଆସନ ବଣ୍ଟନକୁ ନେଇ ବଢୁଛି NDAରେ ଫାଟ, ଆଜି JDU ବାହାର କରିବ ପ୍ରଥମ…

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ ବିହାରର NDA ଭିତରେ ଅସନ୍ତୋଷ ଦେଖାଦେଇଛି। ଉପେନ୍ଦ୍ର କୁଶୱାହା ଏବଂ ଜିତନ୍ ରାମ ମାଞ୍ଝିଙ୍କ ଭଳି ସହଯୋଗୀମାନେ…

ଦିଲ୍ଲୀ NCRରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀ NCRରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି। ଆସନ୍ତା ୨୧ ତାରିଖ ଯାଏଁ ସବୁଜ ବାଣକୁ ମିଳିଛି ଅନୁମତି। ଅସ୍ଥାୟୀ ଭାବେ ସବୁଜ ବାଣ ବିକ୍ରିକୁ ଅନୁମତି ଦେଲେ…

ନୂଆପଡା ପ୍ରାର୍ଥୀ ଜୟ ଢୋଲକିଆ, ଘୋଷଣା କଲା ବିଜେପି

ଭୁବନେଶ୍ବର: ସବୁ ଚର୍ଚ୍ଚା ସତ ହେଲା । ବିଜେପିର ନୂଆପଡା ପ୍ରାର୍ଥୀ ହେଲେ ଜୟ ଢୋଲକିଆ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ । ଏନେଇ…