ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ ହେବ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ

ଭୁବନେଶ୍ୱର: ଆସନ୍ତା ୧୭ ସେପ୍ଟେମ୍ବରରେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ଶୁଭାରମ୍ଭ କରିବେ।…

ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣା ଜନିତ ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ, ଫୋନରେ…

ଭୁବନେଶ୍ୱର: ମଦ ନେଉଛି ବହୁ ନୂଲ୍ୟ ଜୀବନ । ତେବେ ମଦ କାରଣରୁ ଓଡିଶାରେ ମୃତ୍ୟୁ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍‌ଓଆରଟିଏଚ୍‌)…

ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର: ପ୍ରଥମ କିଟ୍‍ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ନାଲସାର, ହାଇଦ୍ରାବାଦ ଦଳକୁ ବିଜୟୀ ଘୋଷଣା କରାଯିବା ସହ ୨ ଲକ୍ଷ…

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ

ପୁରୀ: ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ ହେବ। ମାସେ ଧରି ବ୍ରତ ପାଳନ କରିବେ ହବିଷ୍ଯାଳୀ। ଚଳିତ ବର୍ଷ ପୁରୀରେ ହବିଷ୍ୟାଳୀଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପକ୍ରିୟା। ଆସନ୍ତା…

୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷୟିତ୍ରୀ ୩୧ ଜଣ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି।…

ସୁଭଦ୍ରା ପାଇଁ ଆଉ ଏକ ଖୁସି ଖବର, ଏଣିକି ଅଭିଯୋଗ କଲେ ତୁରନ୍ତ ସମସ୍ୟାର…

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଆସିଲା ଖୁସି ଖବର । ଅଭିଯୋଗ କଲେ ଏଣିକି ତୁରନ୍ତ ସମସ୍ୟାର ସମାଧାନ ହେବ । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୮୫ ହଜାର ହିତାଧିକାରୀ ଏଥିରୁ ବାଦ ପଡିଛନ୍ତି…

ଏଣିକି ଶନିବାର ସାଢ଼େ ୧୨ଟା ପୂର୍ବରୁ ସ୍କୁଲ୍ ବନ୍ଦ କଲେ ନିଆଯିବ ଦୃଢ଼…

ଖୋର୍ଦ୍ଧା: ଦିନ ୧୧ ନୁହଁ ଏବେ ସାଢେ ୧୨ଟା ପର୍ଯ୍ୟାନ୍ତ ଖୋଲା ରହିବ ସ୍କୁଲ । ବେଗୁନିଆ ବ୍ଳକର ବିଭିନ୍ନ ପ୍ରାଥମିକ ସ୍କୁଲ ଗୁଡିକ ପୂର୍ବୂରୁ ଶନିବାର ଦିନ ୧୧ଟା ସୁଦ୍ଧା ଛୁଟି…

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ୫ T20, ଆଗରେ ରହିଛି ଟିମ୍ ଇଣ୍ଡିଆ,…

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ରେ ଗ୍ରୁପ-ଏର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରବିବାର ଅର୍ଥାତ୍ ଆଜି ଭାରତୀୟ ସମୟ ରାତି ୮ ଟାରେ ଖେଳାଯିବ। ଏହି ମ୍ୟାଚ୍…

ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳିମାଡ଼

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳିମାଡ଼। ବରେଲୀସ୍ଥିତ ତାଙ୍କ ବାସଭବନ ଆଗରେ ଫୁଟିଛି ଗୁଳି। ଗୁଳିଚାଳନା ପରେ ଉତ୍ତର ପ୍ରଦେଶ ପୋଲିସ ସୁରକ୍ଷା ଯୋଗାଇ…

୪ର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ୨୦୨୫: ପୂର୍ବତଟ ରେଳପଥ…

ରାଉରକେଲା: ପୂର୍ବତଟ ରେଳପଥ ହକି ଟିମ (East Coast Railway (ECoR) )ଓଡ଼ିଶା ହକି ସଂଘ (HAO) ଦ୍ୱାରା ଆୟୋଜିତ ଚତୁର୍ଥ ସିନିୟର ପୁରୁଷ ହକି ରାଜ୍ୟ ଚାମ୍ପିଅନସିପ୍ ୨୦୨୫ ର ଟାଇଟଲ…